ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଲାତୁରର ହଷ୍ଟେଲ ଖାଦ୍ୟରୁ ମିଳିଲା ଝିଟିପିଟି, ୫୦ ଛାତ୍ରୀ ଅସୁସ୍ଥ

ଲାତୁର, ୬/୧୦ : ମହାରାଷ୍ଟ୍ର ଲାତୁରର ପୁରଣମଲା ଲାହୋର ହଷ୍ଟେଲରେ ଖାଦ୍ୟ ଖାଇ ୫୦ ଛାତ୍ରୀଙ୍କ ଦେହ ଅସୁସ୍ଥ ହୋଇପଡ଼ିଛି । ଏହାପରେ ଅସୁସ୍ଥ ଛାତ୍ରୀମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିଭଳି କେତେକଙ୍କୁ ଚିକିତ୍ସା କରାଯାଇ ହଷ୍ଟେଲ ପୁଣି ଫେରାଇ ଦିଆଯାଇଛି ।

ଡାକ୍ତରଙ୍କ ସୂଚନା ଅନୁସାରେ ସବୁ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରୀଙ୍କ କହିବା ଅନୁସାରେ ଖାଦ୍ୟରେ ଝିଟିପିଟି ବାହାରିଥିଲା । ହସ୍ପିଟାଲ ଅନୁସାରେ ରାତି ୯ଟାରେ ଅସୁସ୍ଥ ଛାତ୍ରୀଙ୍କ ହସ୍ପିଟାଲ ଆସିବା ଆରମ୍ଭ ହୋଇଥିଲା । ଏହାପରେ ତୁରନ୍ତ ସମସ୍ତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା ।

ଡାକ୍ତରଙ୍କ ଅନୁସାରେ ସବୁ ଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ଠିକ ଅଛି ଏବଂ ସବୁ ବିପଦରୁ ବାହାରେ ଅଛନ୍ତି । କିଛି ଜଣଙ୍କୁ ତୁରନ୍ତ ହଷ୍ଟେଲ ଫେରିବାକୁ ଦିଆଯାଇଛି । କିଛି ଜଣଙ୍କୁ ଭର୍ତ୍ତି କରିବାକୁ ପଡ଼ିଛି । କିନ୍ତୁ ସବୁ ଠିକ୍ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.