ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବିଗ୍‌ବସ୍ -୧୮ର ଆରମ୍ଭ ପୂର୍ବରୁ ରେଖାଙ୍କ ଭିଡ଼ିଓ ଭାଇରାଲ, କହିଲେ – ମୋତେ କେବଳ ଡ଼ର ...

ମୁମ୍ୱାଇ : ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌-୧୮ର ଆରମ୍ଭ ହେବାରେ ଏବେ ଆଉ କିଛି ଘଣ୍ଟା ବାକି ଅଛି। ସଲମାନ ଖାନଙ୍କ ଦ୍ୱାରା ହୋଷ୍ଟେଡ୍‌ ଏହି ଶୋ’ର ପ୍ରିମିୟର ୬ ଅକ୍ଟୋବର ,୨୦୨୪ରେ ହେବାକୁ ଯାଉଛି। ପ୍ରଶଂସକ ଶୋ’ର ଆରମ୍ଭ ନେଇ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ପ୍ରତି ସିଜନରେ ଦେଖିବାକୁ ମିଳିଛି ଯେ, ବିଗ୍‌ବସ୍‌ର ମଞ୍ଚରେ ବଲିଉଡ୍‌ ଷ୍ଟାରମାନେ ଅତିଥି ଭାବେ ପହଞ୍ଚନ୍ତି। ଏହିପରି ଭାବେ ପୁଣି ଥରେ ଶୋ’ରେ ବଲିଉଡ୍‌ର ଏଭରଗ୍ରିନ୍‌ ଅଭିନେତ୍ରୀ ରେଖା ମଧ୍ୟ ପହଞ୍ଚି ଥିଲେ। ଏହି ସମୟରେ ରେଖା ସଲମାନଙ୍କ ଶୋ’ରେ ନିଜର ଭୟ ବିଷୟରେ କହିଥିଲେ। ସେ କହିଥିଲେ କି, ସେ ଦୁଇଟି ଜିନିଷକୁ ଡ଼ରନ୍ତି। ଆସନ୍ତୁ ଜାଣିବା ତା କଣ ?

ଉଲ୍ଲେଖନୀୟ ଯେ ,ରେଖା ବିଗ୍‌ ବସ୍‌ ସିଜନ-୧୮ରେ ପହଞ୍ଚି ଥିଲେ। ରେଖା ନିଜ ଫିଲ୍ମ ସୁପର ନାନିର ପ୍ରମୋସନ ପାଇଁ ଶୋ’ରେ  ସ୍ୱତନ୍ତ୍ର ଭାବେ ସାମିଲ ହୋଇଥିଲେ। ଏହି ସମୟରେ ଏକ କ୍ଲିପ୍‌କୁ ରେଡିଟ୍‌ରେ ସେୟାର କରାଯାଇଛି, ଯେଉଁଥିରେ ସଲମାନ ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ନିଜ ଫିଲ୍ମ ଦବଙ୍ଗର ଏକ ଡାଏଲଗ୍‌ କହିବାର ନଜର ଆସୁଛି। ଏହାପରେ ରେଖା କହୁଛନ୍ତି , ଚାପୁଡ଼ାକୁ ଡ଼ର ଲାଗେ ନାହିଁ ସାହେବ। ପ୍ରେମକୁ ବି ଡ଼ର ଲାଗେନି ,ଏହା ତ ମୁଁ ପୂରା ଦମ୍‌ରେ କରି ପାରିବି। ମୋତେ କେବଳ ଡ଼ର , ବିଗ୍‌-ବି କୁ , ତାହା ବିଗ୍ ବସ୍‌ ସହ। ଏହା କହି ରେଖା ହସୁଛନ୍ତି। ଆଉ ସଲମାନଙ୍କ ସହ ମଜା କରୁଛନ୍ତି। ଏହି ଭିଡ଼ିଓକୁ ଖୁବ୍ ପସନ୍ଦ କରାଯାଇଛି। ଆଉ ଭାଇରାଲ ହେଉଛି। https://www.instagram.com/reel/DAYxdrXSivh/?utm_source=ig_web_copy_link

କହି ରଖୁଛୁ କି, ବିଗବସ୍‌-୧୮ ଶୋ’ରେ ସର୍ବ ପ୍ରଥମେ ଯେଉଁ ନାଁ ସାମନାକୁ ଆସିଛି , ସେ ହେଉଛନ୍ତି ୯୦ ଦଶକର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିରୋଡକର । ଦ୍ୱିତୀୟ ପ୍ରତିଯୋଗୀ ୟେ ରିସ୍ତା କହଲାତା ହୈ ର ଶହଜାଦା ଧାମୀ , ୩ୟ ନମ୍ୱରରେ ଟିଭି ଅଭିନେତ୍ରୀ ଚାହତ ପାଣ୍ଡେଙ୍କ ନାଁ ସ୍ପଷ୍ଟ ହୋଇଛି। ଏହା ବ୍ୟତୀତ ଶୋ’ରେ ଭିଭିୟନ ଡିସେନାଙ୍କର ଏଣ୍ଟ୍ରି ହୋଇଛି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.