ପ୍ରମୂଖ ଖବର
  • ଭୁବନେଶ୍ୱର : ସହୀଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ||
  • ଚୌଦ୍ବାର ନିର୍ଗୁଣ୍ଡିରେ ନିକଟରେ ସରିଲା ରେଲୱେ ଟ୍ରକ୍‌ ମରାମତି, ଖୁବ୍‌ଶୀଘ୍ର ଚାଳଚଳ କରିବ ଟ୍ରେନ୍
  • ||
  • ଆନନ୍ଦପୁର : ଟ୍ରଲର୍-ହାଇୱା ମୁହାଁମୁହିଁ ଧକ୍କା: ଡ୍ରାଇଭର୍ ମୃତ, ହେଲପର୍ ଗୁରୁତର
  • ||
  • କଟକ : ଇଦ୍ ଉଲ୍ ଫିତର ଓ ରାମ ନବମୀ ଉତ୍ସବ ପାଇଁ ତିଗିରିଆ ପୋଲିସ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ
  • ||
  • ଭୁବନେଶ୍ୱର : ଜମି ବାଡ଼ି ବିବାଦକୁ ନେଇ ବନଦୂର୍ଗା ବସ୍ତି ପାଲଟିଲା ରଣକ୍ଷେତ୍ର, ସାନ ଭାଇକୁ ଗୁଣ୍ଡା ଲଗାଇ ହାଣିଲା ବଡ ଭାଇ
  • ||
  • ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା
  • ||
  • ସୋମବାରଠୁ ରାଜ୍ୟରେ କମିବ ତାତିର ପ୍ରକୋପ, ଏପ୍ରିଲ ୨ରୁ ୫ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ପିକ୍ଅପ ଭ୍ୟାନରେ ବେଆଇନ ଗୁଟ୍‌ଖା ଚାଲାଣ, ୩୭ବସ୍ତା ଗୁଟୁଖା ଜବତ

Published By : Prameya | March 28, 2025 5:09 PM

ଆଠଗଡ଼,୨୮/୩ : ପିକ୍ଅପ ଭ୍ୟାନରେ ବେଆଇନ ଗୁଟ୍‌ଖା ଚାଲାଣବେଳେ ମାଡ଼ି ବସିଲା କଟକ ଖୁଣ୍ଟୁଣୀ ପୋଲିସ । ଗାଡିରୁ ଜବତ ହେଲା ୩୭ବସ୍ତା ଗୁଟୁଖା ସହ ୧୬ଲକ୍ଷ ୫୪ହଜାର ଟଙ୍କା । ପୋଲିସ ଦେଖି ଗାଡିରୁ ଚମ୍ପଟ ମାରିଲା ଡ୍ରାଇଭର। ଅଧିକ ତଦନ୍ତ କରି ଏହି ଘଟଣାରେ ୨ଜଣକୁ ଅଟକ ରଖିବା ସହ ସେମାନଙ୍କ ନିକଟରୁ ୫ଲକ୍ଷ ୮୫ ହଜାର ଜବତ ମୋଟ୍ ୨୨ ଲକ୍ଷ ୩୯ ହଜାର ୭୦୦ ଟଙ୍କା ଜବତ କରିଛି ଖୁଣ୍ଟୁଣୀ ପୋଲିସ । 

ଗାଡିଟି ଢେଙ୍କାନାଳ ପଟୁ କଟକ ଅଭିମୂଖେ ଯାଉଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ରାସ୍ତାରେ ଜଗିଥିଲା ଖୁଣ୍ଟୁଣୀ ପୋଲିସ। ଏ ନେଇ  ଚୌଦ୍ବାର ଏସଡିପିଓ ଉମାକାନ୍ତ ନାୟକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.