ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଲଗାଣ ବର୍ଷାରେ ଭୁଶୁଡିଲା ଘର , ଟାଇଲ ଛପର ତଳେ ଚାପି ହୋଇ ଦମ୍ପତି ଆହତ

ମାଲକାନଗିରି/ କାଲିମେଳା, ୧୩।୯ : ଗତ ତିନିଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଛି।ଏହି ଲଗାଣ ବର୍ଷାରେ ଘର ଭାଙ୍ଗି ଟାଇଲ ଛପର ତଳେ ଚାପି ହୋଇ ଆହତ ହୋଇଛନ୍ତି ଆଦିବାସୀ ଦମ୍ପତି। ଘଟଣା ସ୍ଥଳରେ ଅନ୍ୟମାନେ ପହଞ୍ଚି   ସେମାନଙ୍କୁ ଉଦ୍ଧାର  କରିଥିଲେ। ଏହି ପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ବଡ଼ିଗେଟl ପଞ୍ଚାୟତ ଅନ୍ତର୍ଗତ ଟେକଗୁଡା ବି ଗ୍ରାମରେ l  

 ସନା ମାଡକାମୀ(୪୭) ଓ ତାଙ୍କ ପତ୍ନୀ ଦେବେ ମାଡକାମୀ(୪୫)ନିଜ ଘରେ ମଙ୍ଗଳବାର ରାତ୍ର ରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ହଠାତ ମାଟି କାନ୍ଥ ନିର୍ମିତ ଟାଇଲ ଛପର ଘରଟି  ଭୁଶୁଡି ପଡିଥିଲା।  ସନାଙ୍କ ଉପରେ ଘରର ମଝି ରୁଆ ଟି ତାଙ୍କ ଅଣ୍ଟା ଉପରେ ପଡି ଚାପି ହୋଇ ରହି  ଥିଲା ତାଙ୍କ ପତ୍ନୀ ଟାଇଲ ଓ କାନ୍ଥତଳେ ଚାପି ହୋଇ ଚିତ୍କାର କରି ଥିଲେ l  ଅନ୍ୟ ଏକ  ଘରେ ବଡ଼ ପୁଅ ଦେବା ଏବଂ ସାନ ପୁଅ ଇନ୍ଦ୍ର ବାପା ଓ ମାଙ୍କର ର ଚିତ୍କାର ଶୁଣି ପହଞ୍ଚିବା ସହ ପଡୋଶୀ ମାନେ  ପହଞ୍ଚି ଟାଇଲ ଗୁଡିକ କାଢି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ l ଦମ୍ପତିଙ୍କୁ ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ  ପରିବାର ଲୋକେ  ନେଇ ଯାଇଥିଲେ। 

ଆହୁରି ପଢନ୍ତୁ : ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ : ଆଜିଠୁ ସମୂହ ଛୁଟିରେ ଗଲେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.