ପ୍ରମୂଖ ଖବର
  • ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର୍ କୈଳାଶ ଚନ୍ଦ୍ର ସାହୁ , ଏକାକାଳୀନ ୧୦ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍
  • ||
  • ରାଜନଗରରେ ମାଡ଼ ହେବ "ଦାନା'! ଗୁରୁବାର ରାତିରୁ ଶୁକ୍ରବାର ସକାଳ ଭିତରେ ସ୍ଥଳଭାଗ ଛୁଇଁବ
  • ||

ବାତ୍ୟା ପ୍ରଭାବରେ ଚନ୍ଦ୍ରଭାଗା ସମୁଦ୍ରରେ ବଡ଼ ଲହଡି

କୋଣାର୍କ, ୨୧।୧୦ : ଡରାଇଲାଣି ବାତ୍ୟା ଦାନା। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଉଚ୍ଚ ଜୁଆର କୂଳକୁ ମାଡି ଆସୁଛି। ବଡ଼ ବଡ ଲହଡ଼ି ସବୁ କୂଳରେ ମାଡ଼ ହେଉଛି। ତେବେ ଏହାକୁ ଖାତିର ନକରି ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଛନ୍ତି। ସୋମବାର ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। 

ଏବେ ସମୁଦ୍ର ଅଶାନ୍ତ ଥିବାରୁ ନୋଳିଆ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଫଳରେ ମତ୍ସ୍ୟଜୀବୀମାନେ କୂଳରେ ଡ଼ଙ୍ଗା ରଖି ବିଶ୍ରାମ ନେଇଛନ୍ତି। କୋଣାର୍କ ଏନ୍ଏସି ପକ୍ଷରୁ ବାତ୍ୟା ସତର୍କତା ନେଇ ପ୍ରଚାର ଗାଡ଼ିରେ ସଚେତନତା କରାଯାଇଛି।

  • prameyanews
  • PrameyaOdia
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.