କରଞ୍ଜିଆ,୧୦/୦୧: ଶିମିଳିପାଳକୁ ଫେରିଛି ଶୀତ । କୁହୁଡ଼ିର ଧଳା ଚାଦର ତଳେ ଶିମିଳିପାଳ ତଥା ପାଦଦେଶରେ ଥିବା ଯଶିପୁର, ରରୁଆଁ, ସୁକୃଳୀ, ଠାକୁରମୁଣ୍ଡା ଓ କରଞ୍ଜିଆ । ସ୍ଥାନୀୟ ଅଞ୍ଚଳରେ କୁହୁଡ଼ି ସାଙ୍ଗକୁ ଶୀତର ଲହରୀ ଜାରି ରହିଥିବା ବେଳେ ସକାଳ ୮ ଟା ପରେବି କୁହୁଡ଼ିର ଧଳା ଚାଦର ପଡି ରହିଥିବାରୁ ରାସ୍ତାଘାଟ ଠିକ୍ ଭାବେ ଦୃଶ୍ୟମାନ ହେଉନାହିଁ । ଏବି କାରଣରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଉଛି । ଅଧିକ ଶୀତ କାରଣରୁ ପିଲାମାନେ ସ୍କୁଲ୍ ଯିବାରେ ସମସ୍ୟା ଉପୁଜୁଛି ।
ବିଜେପି-ବିଜେଡି ରେଷ୍ଟୁରାଣ୍ଟ ରାଜନୀତି : ଶଙ୍ଖ ଭବନକୁ...