ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମାର୍‌ପିଟ୍‌ ଅଭିଯୋଗରେ ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ଗିରଫ

Published By : Swapna Ray | November 10, 2024 12:33 PM

ଭଦ୍ରକ, ୧୦।୧୧: ମାର୍‌ପିଟ୍‌ ଅଭିଯୋଗରେ ଗିରଫ ହେଲେ ସରପଞ୍ଚ । ଭଦ୍ରକ ବ୍ଲକ୍ ଯୁବ ବିଜେଡି ସଭାପତି ତଥା ଗୁଜିଦରଡ଼ା ପଞ୍ଚାୟତ ସରପଞ୍ଚ ମାର୍‌ପିଟ୍‌ ଅଭିଯୋଗରେ ଗିରଫ ହୋଇଥିବା ସୂଚନା । ଗିରଫ ସରପଞ୍ଚ ଜଣକ ଫରହତ୍ ଆଲାମ ବୋଲି ଜଣାପଡ଼ିଛି । ଗ୍ରାମାଞ୍ଚଳ ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା । ପୂର୍ବରୁ କୌଣସି ଏକ ମାର୍‌ପିଟ୍‌ ଘଟଣାରେ ସରପଞ୍ଚ ଜଣକ ଅଭିଯୁକ୍ତ ଥିଲେ । ତେବେ ଏ ଘଟଣାର ମାସେ ପରେ ସରପଞ୍ଚଙ୍କୁ ପୋଲିସ ଗିରଫ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.