ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଜମିଜମାକୁ ନେଇ ଗଣ୍ଡଗୋଳ, ପୁତୁରାର ଠେଙ୍ଗା ମାଡ଼ରେ ଦାଦା ମୃତ

ଦଶରଥପୁର,୧୮।୨ :ଜମିଜମା ଘଟଣାକୁ କେନ୍ଦ୍ର କରି ଯାଜପୁର ଟାଉନ ଥାନା ଅଧିନ ବାଲିପଦା ଗ୍ରାମରେ ଦାଦା ଓ ପୁତୁରା ମଧ୍ୟରେ ଗଣ୍ଡଗୋଳ ଘଟିଛି। ପୁତୁରାର ଠେଙ୍ଗା ମାଡ଼ରେ ଦାଦାର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ  ସିଦ୍ଧେଶ୍ବର ସାହୁ ।

 ବାଲିପଦା ଗ୍ରାମର ସିଦ୍ଧେଶ୍ବର ସାହୁ ଏବଂ ତାଙ୍କ ପୁତୁରା ହରେକୃଷ୍ଣ ସାହୁଙ୍କ ମଧ୍ୟରେ ଜମି ଜମାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୁତୁରା ହରେକୃଷ୍ଣ ଏକ ଠେଙ୍ଗାରେ ଦାଦା ସିଦ୍ଧେଶ୍ୱରଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଘଟଣାସ୍ଥଳରେ ସିଦ୍ଧେଶ୍ୱରଙ୍କର ମୃତ୍ୟୁ ହୋଇଥିଲା। ମୃତ ସିଦ୍ଧେଶ୍ୱରଙ୍କ ପୁଅ ବଳରାମ ସାହୁ  ଏ ନେଇ  ଯାଜପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ହରେକୃଷ୍ଣକୁ ଗିରଫ କରିବା ସହିତ ମୃତ ଶରୀରକୁ ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।

ଆହୁରି ପଢନ୍ତୁ : ସ୍କୁଟିକୁ ଧକ୍କା ଦେଲା ଟ୍ରକ : ମା’ ମୃତ, ଝିଅ ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.