ପ୍ରମୂଖ ଖବର
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ମାଲିକଙ୍କ ବିୟୋଗ ପରେ ଲୁହ ଗଡାଇ ଝୁରୁଛି ଆଲେକ୍ସ

ନୀଳଗିରି,୨୪/୯(ଆ.ପ୍ର):ଅଦିନରେ ଚାଲିଗଲେ ନୀଳଗିରି ରାଜପରିବାର ସଦସ୍ୟ ସାହେବ ମର୍ଦ୍ଦରାଜ ହରିଚନ୍ଦନ।ଖାଲି ପରିବାର,ବନ୍ଧୁବାନ୍ଧବ,ଆତ୍ମୀୟ ମାନେ ନୁହଁ ତାଙ୍କର ପ୍ରିୟ ଆଲେକ୍ସ ଆଜି ଆଖିରେ ଲୁହ ଗଡାଇ ଝୁରୁଛି। ଏଭଳି ହୃଦୟବିଦାରକ ଘଟଣା ନଜରକୁ ଆସିଛି।

ସୂଚନାଯୋଗ୍ୟ ନୀଳଗିରି ରାଜପରିବାର ସଦସ୍ୟ ତଥା ଏକାଧାରରେ ପୂର୍ବତନ wild ଲାଇଫ ୱାଡେନ ,ଯୁବନେତା, ସମାଜସେବୀ, ସାମ୍ବାଦିକ ହରପ୍ରସାଦ ମର୍ଦ୍ଦରାଜ ହରିଚନ୍ଦନଙ୍କ ଅକାଳ ବିୟୋଗରେ ସମଗ୍ର ନୀଳଗିରି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମର୍ଦ୍ଦରାଜ ଦୀର୍ଘଦିନ ଧରି ହୃଦୟ,କିଡନୀ  ରେ ସଂକ୍ରମିତ ହୋଇଥିଲେ। ଗତ ରବିବାର ଦିନ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। 

ଏହି ସମୟ ଭିତରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି।ସାହେବ ଜଣେ ପଶୁ ପ୍ରେମୀ ଥିବାବେଳେ ସେ କୁକୁର ପାଳିବାକୁ ଭଲ ପାଆନ୍ତି।ଆଲେକ୍ସ ନାମକ କୁକୁର ତାଙ୍କୁ ନଦେଖିଲେ ରହି ପାରେନି।ତାଙ୍କ ହାତରେ ଖାଇଲେ ରାତିରେ ତାଙ୍କ ଶଯ୍ୟା ନିକଟରେ ଶୋଇଥାଏ।ଘରୁ ଯିବା ଦିନଠାରୁ ସେ ମାଲିକକୁ ବହୁ ଖୋଜୁଥିଲା।ହେଲେ ଘରକୁ ଶବ ଆସିବା ପରେ ପାଖକୁ ଆସି ବୁଲିଯିବା ସହ ଲୁହ ଝରାଇ କାନ୍ଦୁଛି।ନା ଭଲ କରି ଖାଉଛି ନା ଶୋଉଛି।ମାଲିକଙ୍କ ଶଯ୍ୟାକୁ ଅନାଇ ଅନାଇ ଝୁରୁଥିବା ଭଳି ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.