କେନ୍ଦ୍ରାପଡ଼ା, ୧୭/୦୯ : କେନ୍ଦ୍ରାପଡ଼ା ଜେଲ୍ର ବିଚାରାଧୀନ କଏଦୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସଂସାରଫାଳ ଗାଁର ଶିବପ୍ରସାଦ ସ୍ୱାଇଁ। ସେ ଅସୁସ୍ଥ ହୋଇ କଟକ ମେଡିକାଲରେ ଚିକିତ୍ସିତ ଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ମୋଦି ଜଣେ ଚମତ୍କାର ବ୍ୟକ୍ତି: ଡୋନାଲ୍ଡ ଟ୍ରମ୍ପ୍