ପ୍ରମୂଖ ଖବର
  • ନାଗପୁର-ମୁମ୍ବାଇ ଏକ୍ସପ୍ରେସୱେରେ ଭୟଙ୍କର ସଡ଼କ ଦୁର୍ଘଟଣା, ୭ ମୃତ, ୩ ଗୁରୁତର...
  • ||
  • ପୁଣି ବଢିଲା କେଜ୍ରିଓ୍ବାଲଙ୍କ ଅଡୁଆ, ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଲେ ସିବିଆଇ ସ୍ବତନ୍ତ୍ର କୋର୍ଟ...
  • ||
  • ନିଅଣ୍ଟିଆ ସ୍ଥିତିରେ ହୀରାକୁଦ ଜଳସ୍ତର, ଗତବର୍ଷଠାରୁ ୭ ଫୁଟ୍‌ ପାଣି କମ୍‌
  • ||
  • ୟୁଜିସି ନେଟ୍‌ ତାରିଖ ଘୋଷଣା କଲା ଏନ୍‌ଟିଏ, ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ମଧ୍ୟରେ ପରୀକ୍ଷା
  • ||
  • ଅମରନାଥ ଯାତ୍ରା ଆରମ୍ଭ, ଅଗଷ୍ଟ ୧୯ ଯାଏ ଚାଲିବ, ପ୍ରଥମେ ଗଲେ ୪ ହଜାରରୁ ଅଧିକ ଯାତ୍ରୀ
  • ||
  • ବାରବାଡୋସ୍‌ରେ ଭାରତ-ଦକ୍ଷିଣ ଆଫ୍ରିକା ଫାଇନାଲ୍‌ ଫାଇଟ୍,ସଫଳ ହେବ ୧୭ ବର୍ଷର ଅପେକ୍ଷା
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜୁଲାଇ ୩ରୁ ସିପିଇଟି ପରୀକ୍ଷା, ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୨୭/୦୬: ଷ୍ଟେଟ୍‌ ସିଲେକ୍ସନ ବୋର୍ଡ ତରଫରୁ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି)-୨୦୨୪  ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହେବ ।  ଏହା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ଦିନ ୩ଟି ସିଫ୍ଟରେ  ହେବ ।

୩ ତାରିଖରେ ନୃତତ୍ତ୍ୱ (କଳା,  ବିଜ୍ଞାନ), ପରିସଂଖ୍ୟାନ, ଭୂଗୋଳ, ହିନ୍ଦୀ ଓ ଏମ୍‌ବିଏ ପରୀକ୍ଷା ରହିଛି । ୪ରେ  ବାଣିଜ୍ୟ, ଲ’, ପପୁଲେସନ୍‌ ଷ୍ଟଡିଜ୍‌, ଫିଜିକ୍ସ  ଓ ମାଇକ୍ରୋବାୟୋଲୋଜି, ୫ରେ ଇଂରାଜୀ,  ଜିଓଲୋଜି, ସାଇକୋଲୋଜି, ଜୁଲୋଜୀ ପରୀକ୍ଷା  ହେବ । ୮ରେ ହୋମ୍‌ସାଇନ୍ସ, ଇଲେକ୍ଟ୍ରୋନିକ୍‌  ସାଇନ୍ସ, ଇତିହାସ, ରୁରାଲ ଡେଭଲପମେଣ୍ଟ,  ମେରାଇନ ସାଇନ୍ସ ଓ ବାୟୋଲୋଜି, ୯ରେ  ପବ୍ଲିକ ଆଡମିନିଷ୍ଟ୍ରେସନ, କମ୍ପ୍ୟୁଟର ସାଇନ୍ସ,  ସୋସିଓଲୋଜି, ପଲିଟିକାଲ ସାଇନ୍ସ, ୧୦ରେ  ମେରାଇନ ସାଇନ୍ସ-ଓସୋନୋଗ୍ରାଫି, ଓମେନ  ଷ୍ଟଡିଜ, କେମିଷ୍ଟ୍ରି, ୱାଇଲ୍ଡଲାଇଫ୍‌ ଆଣ୍ଡ  ବାୟୋଡାଇଭର୍ସିଟି କଞ୍ଜରଭେସନ, ଆଟ୍ମୋସ୍ଫେରିକ୍‌  ସାଇନ୍ସ, ଲାଇବ୍ରେରୀ ସାଇନ୍ସ ପରୀକ୍ଷା ହେବ ।  ୧୧ରେ ବାୟୋଟେକ୍ନୋଲୋଜି, ଇକୋନୋମିକ୍ସ,  ଗଣିତ, ସାମ୍ବାଦିକତା, ୧୨ରେ ଏମ୍‌ବିଏ (ଟୁରିଜିମ୍‌  ଆଣ୍ଡ ଟ୍ରାଭେଲ ଷ୍ଟଡିଜ୍‌), ପିଏମ୍‌ଆଇଆର୍‌, ବଟାନୀ  ସହ ୧୩ରେ ସୋସିଆଲ ୱାର୍କ, ଲିଙ୍ଗୁଇଷ୍ଟିକ୍ସ,  ଯୋଗ ଓ ନେଚରପାଥୀ ସହ ସାନ୍ତାଳୀ,  ସଂସ୍କୃତ ଓ ଉର୍ଦ୍ଦୁ ବିଷୟରେ ପରୀକ୍ଷା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.