ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

କଂଗ୍ରେସ ବିଧାୟକ ଦଳ ବୈଠକ: ଆଜି ସକାଳ ୯ଟାରୁ ଆରମ୍ଭ, ସରକାରଙ୍କୁ ଘେରିବା ନେଇ ପ୍ରସ୍ତୁତ ହେବ ରଣନୀତି

Image source:

ଭୁବନେଶ୍ୱର,୨୨/୦୭: ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ସୋମବାର ସକାଳ ୯ଟାରେ  କଂଗ୍ରେସର ବିଧୟକ ଦଳ ବୈଠକ ହେବ । କଂଗ୍ରେସ ବିଧାୟକ  ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ପ୍ରକୋଷ୍ଠରେ ଏହି ବୈଠକ  ଅନୁଷ୍ଠିତ ହେବ ବୋଲି ଉପନେତା ଅଶୋକ ଦାସ ସୂଚନା  ଦେଇଛନ୍ତି । ଗୃହରେ କଂଗ୍ରେସ ଗଠନମୂଳକ ପ୍ରସ୍ତାବ ଦେବ । ଏହା ସହିତ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବ । ପିଏମ୍‌ କିଷାନରେ ଅଧିକ ଚାଷୀଙ୍କୁ ଯୋଡ଼ିବା, ଚିଟଫଣ୍ଡ  ପଇସା ଫେରାଇବା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି,  ଦାଦନ ସମସ୍ୟା, ଖାଲି ପଦବି ପୂରଣ, ସାରର ଅଭାବୀ ବିକ୍ରି,  ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ରାଜ୍ୟପାଳଙ୍କ ପୁଅ  ଲଳିତ କୁମାର ଦାସ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ, ଭତ୍ତା ଟଙ୍କା  ବଢ଼ାଇବା, ଜାଲ ରାସନ୍‌ କାର୍ଡ ଆଦି ପ୍ରସଙ୍ଗ କଂଗ୍ରେସ ଉଠାଇବ

  • PrameyaOdia
  • prameya
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.