ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ପୂର୍ବ ଶତ୍ରୁତାକୁ ନେଇ ବୋମା ମାଡ : ୩ ଆହତ

ସମ୍ବଲପୁର, ୨୬।୩ : ସମ୍ବଲପୁରରେ ବୋମା ମାଡ । ସହରର ପିରବାବା ଛକରେ ବୋମାମାଡ ।  ଅଜଣା ଦୁର୍ବୃତ୍ତଙ୍କ ବୋମାମାଡରେ ୩ଜଣ ଆହତ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଆଶଙ୍କା କରାଯାଉଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବାବେଳେ ଅଭିଯୁକ୍ତ ଫେରାର ଅଛନ୍ତି | ଏଥିରେ ଜଣେ ରିକ୍ସା ଚାଳକ ଆହତ ହୋଇଥିବାବେଳେ ବୁଲେଟ ଗାଡିଟି ସାମାନ୍ୟ ପୋଡି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.