ପୁରୀ,୦୬/୦୯: ଶୁକ୍ରବାର ଶ୍ରୀମନ୍ଦିରରେ ଅନ୍ଧମନ୍ଦିର ହାତୀ ଲୀଳା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ବଢିଲା ପରେ ଶ୍ରୀରାମକୃଷ୍ଣ ଠାକୁରଙ୍କ ଆଜ୍ଞାମାଳ ପାଇ ପାଲିଙ୍କିରେ ବିଜେ ହୋଇ ସିଂହଦ୍ୱାର ନିକଟରେ ପଡ଼ିଥିବା କାଠ ସିଂହାସନରେ ବିଜେ ହେବେ । ସେଠାରେ ଅନ୍ଧମନ୍ଦିର ହାତୀ ପ୍ରସ୍ତାବ ଅନୁଷ୍ଠିତ ହେବ । ଠାକୁରଙ୍କୁ ଶୀତଳ ଭୋଗ ଅର୍ପଣ ଓ ବନ୍ଦାପନା ଅନୁଷ୍ଠିତ ହେବ । ଏହାପରେ ଠାକୁରେ ବାହୁଡ଼ା ବିଜେ କରିବେ। ପରମ୍ପରା ଅନୁଯାୟୀ ବାସେଳୀ ସାହିଆମାନେ ଏହି ନୀତିରେ ସାମିଲ୍ ହୋଇଥାନ୍ତି।
ଶିବସେନା ନେତାଙ୍କ ବିବାଦୀୟ ବୟାନ, କହିଲେ ‘ଯିଏ ରାହୁଲ...