ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଗୁଜରାଟ ଯାଉଥିବା ସ୍ପେଶାଲ୍ ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଯାତ୍ରୀ ଅସୁସ୍ଥ

ପୁନେ, ୨୯/୧୧: ଗୋଟିଏ ବଗିରେ ୯୦ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ଚେନ୍ନାଇରୁ ଗୁଜରାଟର ପାଲିଟଣା ଯାଉଥିବା ଟ୍ରେନରେ ବିଷାକ୍ତ ଖାଦ୍ୟ ଖାଇ ୯୦ ଯାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ପୁନେ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି ଡାକ୍ତରୀ ଦଳ । ଏବେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ୫୦ ମିନିଟ୍ ପରେ ଟ୍ରେନ୍ ଛାଡ଼ିଥିଲା ।

ବିଗିଡ଼ିବାରେ ଲାଗିଛି ବାଇଡେନଙ୍କ ସ୍ୱାସ୍ଥ୍ୟ , ଆମେରିକା ଉପରେ ବଢୁଛି ବିପଦ : ହ୍ୱାଇଟ୍ ହାଉସର ପୂର୍ବତନ ଡାକ୍ତରଙ୍କ ବିସ୍ଫୋରକ ବୟାନ

ଗୁଜରାଟ ଯାଉଥିବା ‘ଭାରତ ଗୌରବ’ ସ୍ୱତନ୍ତ୍ର ଟ୍ରେନକୁ ଏକ ସମୁହ ବୁକିଂ କରିଥିଲେ । ଗୁଜରାଟର ପାଲିଟଣାରେ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ଘରୋଇ ଭାବେ ବୁକ୍ କରାଯାଇଥିବା ଟ୍ରେନରେ ଯାତ୍ରୀ ଯାଉଥିଲେ । କେନ୍ଦ୍ରୀୟ ରେଲୱେର ଜନସମ୍ପର୍କ ଅଧିକାରୀଙ୍କ ଅନୁସାରେ, ଟ୍ରେନରେ ଅସୁସ୍ଥ ହୋଇଥିବା ଯାତ୍ରୀ ସମୁହ ଘରୋଇ ଖାଦ୍ୟ ଆଣିଥିଲେ । ଉକ୍ତ ଖାଦ୍ୟକୁ ରେଲୱେ କିମ୍ବା ଆଇଆରସିଟିସି ପକ୍ଷରୁ ବିତରଣ କରାଯାଇ ନଥିଲା ।

ମହାରାଷ୍ଟ୍ରର ସୋଲାପୁରରୁ ପୁନେ ଷ୍ଟେସନ ମଧ୍ୟରେ ଗୋଟିଏ ବଗିରେ ଥିବା ୮୦ରୁ ୯୦ ଜଣ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ । ଯାତ୍ରୀମାନେ ବାନ୍ତି କରିବା ସହ ତରଳ ଝାଡ଼ା ଓ ମୁଣ୍ଡବିନ୍ଧା ଅନୁଭବ କରିଥିଲେ । ପୁନେ ଷ୍ଟେସନରେ ଯାତ୍ରୀଙ୍କ ଚିକିତ୍ସା କରିଥିଲେ ସ୍ୱତନ୍ତ୍ର ଡାକ୍ତରୀ ଦଳ । 

ସେହି ବିପଜ୍ଜନକ ଡଙ୍କି ରୁଟ୍‌, ଯେଉଁଥିରେ ଯାଇଛି ଅନେକ ଲୋକଙ୍କ ଜୀବନ; ଏହି ରାସ୍ତାକୁ ଅତିକ୍ରମ କେତେ କଷ୍ଟକର?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.