ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ବ୍ୟବସାୟଙ୍କୁ ଗୁଳି କରି ଲୁଟି ନେଲେ ୭ ଲକ୍ଷ ଟଙ୍କା

ନରସିଂହପୁର, ୧୨।୬ : ନରସିଂହପୁର ବ୍ଲକ ଅନ୍ତର୍ଗତ ଜଳକେଳି ନିକଟରେ ବ୍ୟବସାୟୀ ଙ୍କୁ ଗୁଳି ମାରି ୭  ଲକ୍ଷ ରୁ ଅଧିକ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଛନ୍ତି ନୟାଗଡ଼ ମାନ୍ଧାତାପୁର ଗ୍ରାମର ସନ୍ତୋଷ ସାହୁ । 

ନରସିଂହପୁର ରୁ ବ୍ୟବସାୟ ଟଙ୍କା ଆଦାୟ  କରି ବାଇକ ରେ ସନ୍ତୋଷ ନୟାଗଡ଼ ଯାଉଥିlଲ। ଏହି  ସମୟରେ ନରସିଂହପୁର ବ୍ଲକ କାନପୁର ଥାନା ଅନ୍ତର୍ଗତ ଜଳକେଳି ବ୍ରିଜ୍ ଆମ୍ବ ବଗିଚା ନିକଟରେ ତିନି ଜଣ ଦୁର୍ବୁତ୍ତ  ଗୋଟିଏ ବାଇକ ରେ ଆସି ତାଙ୍କ ଉପରକୁ ଗୁଳିମାଡ  କରି ବ୍ୟାଗ ରେ ଥିବା ୭ ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି। ଆହତ ସନ୍ତୋଷ ସାହୁ ଙ୍କୁ ଉଦ୍ଧାର କରି ନରସିଂହପୁର ମେଡିକାଲ ରେ ଚିକିତ୍ସା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.