ବଡମ୍ବା, ୧୬/୬ : ବଡମ୍ବା ରେଞ୍ଜ ବେଲିଆପାଳ ଖଳିଖାତରେ ପଙ୍କରେ ଫସିଲେ ୩ହାତୀ । ୨ ଦନ୍ତା ଓ ମାଇ ହାତୀ ଅଟକି ରହିଛନ୍ତି । ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି ୩ ଦନ୍ତା ହାତୀ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ, ଅଗ୍ନିଶମ ବାହିନୀ, ପୋଲିସ୍ କର୍ମଚାରୀ ଉପସ୍ଥିତ ରହି ହାତୀ ଉପରେ ନଜର ରଖିଛନ୍ତି । ଖାତର ଚାରିପଟେ ଥିବା ସ୍ଥାନୀୟ ଲୋକଙ୍କ ଗହଳି ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।