ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଓଡ଼ିଶାରେ ବାର୍ଡ ଫ୍ଲୁ ଯୋଗୁଁ ଅଣ୍ଡା ଓ କୁକୁଡ଼ା ଗାଡି ପୁରାଇ ଦେଉନି ପଶ୍ଚିମବଙ୍ଗ ପୋଲିସ, ସୀମାରୁ ଫେରାଇଦେଲା ୫୦ରୁ ଉର୍ଦ୍ଧ୍ଵ ଟ୍ରକ୍

ଜଳେଶ୍ଵର, ୦୬/୦୯ : ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ପଶ୍ଚିମବଙ୍ଗ ଭିତରକୁ ଅଣ୍ଡା ଓ କୁକୁଡ଼ା ଗାଡି ପୁରାଇ ଦେଉନି ବେଙ୍ଗଲ ପୋଲିସ। ସୀମାରୁ ଫେରାଇଦେଲା ୫୦ରୁ ଉର୍ଦ୍ଧ୍ଵ ଟ୍ରକ୍। ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ଟୋଲପ୍ଲାଜା ଅନତି ଦୂରରେ ଅଟକି ରହିଛି ଗାଡି। 

ଓଡ଼ିଶାରେ ଦିନକୁ ଦିନ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ କଠୋର ହୋଇଛି ପଶ୍ଚିମବଙ୍ଗ ପ୍ରଶାସନ। ଗୁରୁବାର ଅପରାହ୍ନ ଠାରୁ ପଶ୍ଚିମବଙ୍ଗ ସୀମା ସୋନାକାଣିଆ ଠାରେ ନାକା ପଏଣ୍ଟ କରି ପୋଲିସ ପକ୍ଷରୁ ଚେକିଂ ଜୋରଦାର କରାଯାଉଛି। ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଅଣ୍ଡା ଓ କୁକୁଡ଼ା ଗାଡିକୁ ପଶ୍ଚିମବଙ୍ଗ ପୋଲିସ ଅଟକାଉଛି। ଫଳରେ ଗୁରୁବାର ଅପରାହ୍ନ ଠାରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିବା ୫୦ରୁ ଉର୍ଦ୍ଧ୍ଵ ଅଣ୍ଡା ଓ କୁକୁଡ଼ା ଗାଡି ଅଟକି ରହିଛି। ଏହି ଗାଡି ଗୁଡିକ ଆନ୍ଧ୍ରପ୍ରଦେଶରୁ ଲୋଡ ହୋଇ ଆସାମ ଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗ ପୋଲିସ ସେଗୁଡିକୁ ଅଟକାଇଥିବା ଦେଖିବାକୁ ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.