ପ୍ରମୂଖ ଖବର
  • ଘୋଷଯାତ୍ରାରେ ମହାପ୍ରଭଙ୍କୁ ଦର୍ଶନ କରିବେ ମହାମହିମ, ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
  • ||
  • ପଦ୍ମକେଶରପୁର ପୁଣି ଅଶାନ୍ତ, ଘନଘନ ବୋମାମାଡ଼, ବର୍ଷିଲା ପଥର, ୧୫ ଆହତ, ପୁଲିସ୍‌ ଆତଙ୍କିତ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ରଥଯାତ୍ରାରେ ଭିଜିବ ପୁରୀ
  • ||

ବ୍ରିଟେନରେ ସଂସଦୀୟ ନିର୍ବାଚନ ଲାଗି ମତଦାନ ଆରମ୍ଭ, ପିଏମ୍ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦେଲେ ଭୋଟ୍

ନୂଆଦିଲ୍ଲୀ,୪/୭ : ବ୍ରିଟେନରେ ହାଉସ ଅଫ କମନ୍ସ ଲାଗି ମତଦାନ ଆରମ୍ଭ ହୋଇଯାଇଛି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଆରମ୍ଭରୁ ହିଁ ଭୋଟ୍ ଦେଇ ଦେଇଛନ୍ତି । ପୂର୍ବ ୧୪ବର୍ଷରୁ ବ୍ରିଟେନର ସତ୍ତା ଉପରେ କବଜା କରିଥିବା କଞ୍ଜର୍ବେଟିଭ ପାଟିକୁ ଏଥର ବିପକ୍ଷ ଲେବର ପାର୍ଟି ସହ କଡ଼ା ମୁକାବିଲାର ସାମ୍ନାକୁ କରିବାକୁ ପଡ଼ୁଛି । ନିର୍ବାଚନ ପୂର୍ବରୁ  ହୋଇଥିବା ସର୍ଭେରେ ଅନୁମାନ ଲଗାଯାଉଥିଲା କି ଏଥର ଲେବର ପାର୍ଟିକୁ ମଜବୁତ ବହୁମତ ମିଳୁଛି ।

ବ୍ରିଟେନର ନିର୍ବାଚନରେ ଏଥର ଭାରତୀୟ ନିବାସୀ ମୁଦ୍ଦା ହୋଇଛନ୍ତି । ଭାରତୀୟ ନିବାସୀର ହିନ୍ଦୁ ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ଲାଗି କଞ୍ଜର୍ବେଟିଭ ପାର୍ଟି ୩୦ ଏବଂ ଲେବରପାର୍ଟି ୩୩ଜଣ ପ୍ରାର୍ଥୀଙ୍କୁ ମୈଦାନରେ ଓହ୍ଲାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.