ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ତାମିଲନାଡୁ ବିଏସ୍‌ପି ମୁଖ୍ୟଙ୍କ ହତ୍ୟା ମାମଲା, ୮ ସନ୍ଦିଗ୍ଧ ଗିରଫ

ଚେନ୍ନାଇ,୬।୭: ବହୁଜନ ସମାଜ ପାର୍ଟିର ତାମିଲନାଡୁ ୟୁନିଟର ଅଧ୍ୟକ୍ଷ କେ ଆମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଳାରେ ୮ ସନ୍ଦିଗ୍ଧ ଧରାପଡିଛନ୍ତି। ପୋଲିସର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅତିରିକ୍ତ ପୋଲିସ କମିଶନର(ୟୁପି) ଅସରା ଗର୍ଗ କହିଛନ୍ତି, ପୋଲିସ ଏହି ମାମଲାର ସମାଧାନ ପାଇଁ ୧୦ଟି ଟିମ୍ ଗଠନ କରିଛି। ମସେ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଧରିଛୁ। ଏହା ପ୍ରାରମ୍ଭିକ ତଦନ୍ତ। କିଛି ସମୟ ପରେ ଅଧିକ ତଥ୍ୟ ଓ ଘଟଣାର ପରିସ୍ଥିତି ଜଣାପଡିବା ପରେ ଆହୁରି ସ୍ପଷ୍ଟ ଚିତ୍ର ସାମନାକୁ ଆସିବ।’ ସେ କହିଛନ୍ତି, ଏହି ହତ୍ୟା ପଛରେ ୨-୩ ଜଣ ସନ୍ଦିଗ୍ଧ ରହିଛନ୍ତି। ତାଙ୍କ ପଚରା ଉଚରା ପରେ ଜଣାପଡିବ କେଉଁ କାରଣରୁ ଏହି ଘଟଣା ଘଟିଛି। 

ଏହା ଭିତରେ ଆମଷ୍ଟ୍ରଙ୍ଗଙ୍କ ହତ୍ୟାକୁ ନେଇ ବିଏସ୍‌ପି କର୍ମୀ ଚେନ୍ନାଇରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି। ଚେନ୍ନାଇ ପୁନମଲ୍ଲି ହାଇ ରୋଡ୍‌ରେ ଟ୍ରାଫିକ୍ ଜାମ୍ ହୋଇଯାଇଛି, ଯେଉଁଠି ବିଏସ୍‌ପି ସମର୍ଥକ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲ ବାହାରେ ସଡକରେ ଯିବା ଆସିବା ବନ୍ଦ ରହିଛି। ଏହି ହସ୍ପିଟାଲରେ ପାର୍ଟିର ଷ୍ଟେଟ୍ ୟୁନିଟ୍‌ର ଚିଫ୍ ଆମଷ୍ଟ୍ରଙ୍ଗଙ୍କ ପୋଷ୍ଟମର୍ଟକ କରାଯାଇଥିଲା। ରିପୋର୍ଟ ଅନୁସାରେ, ପ୍ରଦର୍ଶନକାରୀଙ୍କ କହିବା ଅନୁସାରେ, ତାଙ୍କୁ ତାମିଲନାଡୁ ସରକାରଙ୍କ ଉପରେ ଭରସା ନାହିଁ। ସେ ଏହି ମାମଲାର ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.