ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

'ତିରୁମାଳା ମନ୍ଦିରରେ କେବଳ ହିନ୍ଦୁ...', ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡ଼ୁଙ୍କ ବଡ଼ ବୟାନ

Published By : prameya | March 22, 2025 2:02 PM

ନୂଆଦିଲ୍ଲୀ,୨୨/୦୩:  ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡ଼ୁଙ୍କ ବଡ଼ ବୟାନ। ଏଣିକି ତିରୁମାଳା ମନ୍ଦିରରେ କାମ କରିପାରିବେ ହିନ୍ଦୁ ଧର୍ମର ଲୋକ। ଯଦି ଅନ୍ୟ ଧର୍ମର ଲୋକ ଏଠାରେ କାମ କରୁଛନ୍ତି ତେବେ ସେମାନଙ୍କୁ ବିନା କୌଣସି ବାଧାରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ତିରୁମାଳା ମନ୍ଦିର ଅଛି । ତେଣୁ ସେଠାରେ ମଧ୍ୟ ଏହି ନିୟମ ଲାଗୁ କରିବାକୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-  ଆହୁରି ୨୯୫ ବୈଧ ପ୍ରବାସୀ ଭାରତୀୟଙ୍କୁ ପଠାଇବ ଆମେରିକା, ସଂସଦରେ କେନ୍ଦ୍ର ସରକାରଙ୍କ ସୂଚନା

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଗବାନ ଭେଙ୍କଟେଶ୍ବରଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଏକ ପବିତ୍ର ଧାଗା ବନ୍ଧାଯାଇଛି। ବିଦେଶରେ ଥିବା ହିନ୍ଦୁ ବି ଚାହାନ୍ତି କି ସେଠାରେ ଭଗବାନ ଭେଙ୍କଟେଶ୍ବରଙ୍କ ମନ୍ଦିର ବନାଯାଉ। ତେଣୁ ଯଦି ଇସାଇ ଓ ମୁସଲିମ ସଂସ୍ଥା ଚାହାନ୍ତି କି ଯଦି ସେମାନଙ୍କ ଧାର୍ମିକ ସଂସ୍ଥାରେ ହିନ୍ଦୁ ଲୋକ କାମ କରନ୍ତୁନି । ତାହାଲେ ସରକାର ସେମାନଙ୍କ କଥାକୁ ସମ୍ମାନ କରିବେ । ଏଥିସହ ମୁମତାଜ ହୋଟେଲ ପାଇଁ ୩୨ କୋଟି ଟଙ୍କାର ଜମିକୁ ରଦ୍ଦ କରିବାର ନିଷ୍ପତ୍ତି ମଧ୍ୟ ନେଇଛନ୍ତି । ଏହି ନିଷ୍ପତ୍ତି ଯାଗାର ପବିତ୍ରତାକୁ ନଜରରେ ରଖି ନିଷ୍ପତି ନିଆଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.