କଟକ,୧।୬ : ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ। ନିଆଳୀ ନିର୍ବାଚନ ମଣ୍ଡଳୀର ୭୫ ନଂ ବୁଥ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ ଅବହେଳା କାରଣରୁ ନିଲମ୍ବନ କରାଯାଇଛି। କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ନିଲମ୍ବନ ନିର୍ଦେଶ ଦେଇଛନ୍ତି।
ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ସୁରମା ପାଢୀ, ସର୍ବସ...