ପ୍ରମୂଖ ଖବର
  • ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍‌ କଟକଣା ଜାରି
  • ||
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

‘ତାଙ୍କର ଅତ୍ୟାଧିକ ଆତ୍ମବିଶ୍ବାସ ଆମକୁ ବୁଡ଼ାଇ ଦେଲା’, ମହାରାଷ୍ଟ୍ର ପରାଜୟ ପାଇଁ କଂଗ୍ରେସକୁ ଦାୟୀ କଲେ ଉଦ୍ଧବଙ୍କ ଦଳର ନେତା

ମୁମ୍ବାଇ,୨୮।୧୧: ନିକଟରେ ସିରିଛି ମହାରାଷ୍ଟ୍ରବ ବିଧାନସଭା ନିର୍ବାଚନ। ଏଥିରେ ମହାବିକାଶ ଅଘାଡି(ଏମ୍‌ଭିଏ)ର ହୋଇଛି ଶୋଚନୀୟ ପରାଜୟ। ଏହି ପରାଜୟ ପରେ ଶିବସେନାର ବରିଷ୍ଠ ନେତା ଅମ୍ବାଦାସ ଦାନବେ କଂଗ୍ରେସକୁ କରିଛନ୍ତି ଟାର୍ଗେଟ। ସେ କହିଛନ୍ତି, କଂଗ୍ରେସର ଅତ୍ୟାଧିକ ଆତ୍ମବିଶ୍ବାସ ଓ ଆସନ ବୁଝାମଣା ବେଳେ ଅହଂକାରୀ ମନୋଭାବ ଏମ୍‌ଭିଏ ମେଣ୍ଟ ପରାଜୟର ମୁଖ୍ୟ କାରଣ।

ବିଜେପି ନେତୃତ୍ବାଧୀନ ମହାୟୁତି ୨୮୮ ରୁ ୨୩୦ ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଥିଲା। ସେଭଳି କଂଗ୍ରେସ, ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନ୍‌ସିପି ଓ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶିବସେନା ଏମ୍‌ଭିଏ ମେଣ୍ଟ କେବଳ ୪୬ ଆସନ ହିଁ ଜିତିପାରିଛି। ମହାରାଷ୍ଟ୍ର ବିଧାନ ପରିଷଦର ବିରୋଧି ଦଳ ନେତା ଅମ୍ବାଦାସ ଦାନଭେ କହିଛନ୍ତି, ମହାବିକାଶ ଅଘାଡିକୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦର ପ୍ରାର୍ଥୀ ଭାବରେ ଆଗତ କରିବାର ଥିଲା। ସେ କଂଗ୍ରେସ ଉପରେ ପରୋକ୍ଷରେ କଟାକ୍ଷ କରି କହିଛନ୍ତି, ସେ ରେଜଲ୍ଟ ଆସିବା ପୂର୍ବରୁ ସୁଟ୍‌ ଓ ଟାଇ ପିନ୍ଧିବାର ପ୍ରସ୍ତୁତିରେ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.