ପୁରୀ, ୨୫/୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି। ଜୟ ବିଜୟ ଦ୍ଵାର ନିକଟରେ କେହି ବାନ୍ତି କରିଦେବାରୁ ବଡ଼ ମହାସ୍ନାନ ନୀତି ହୋଇଛି। ଏଥିପାଇଁ ସାଧାରଣ ଦର୍ଶନ ବନ୍ଦ ରହିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ନିକଟରେ କେହି ବାନ୍ତି କରିଥିବାର ଜଣାପଡିଥିଲା । ଏହାପରେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନକୁ ବନ୍ଦ କରାଯାଇ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି କରାଯାଇଛି । ଯେଉଁଥି ଲାଗି କିଛି ସମୟ ପାଇଁ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ମଧ୍ୟ ହୋଇଛି।
ଏହି ଖବରଟିକୁ ପଢନ୍ତୁ-ଦୀଘା ଜଗନ୍ନାଥ ମନ୍ଦିର ଉଦ୍ଘାଟନକୁ ନେଇ ଲାଗିଲା ନୋଟିସ୍, ରୋଷ କାର୍ଯ୍ୟରେ ସୁପକାର ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ