ପୁରୀ,୭।୫ : ଆସନ୍ତା କାଲି ତଥା ୮ ତାରିଖରେ ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହମାନଙ୍କ ଵନକଲାଗି ନୀତି ଅନୁଷ୍ଠିତ ହେବ । ତତ୍ ସହିତ ଅନବସର ପିଣ୍ଡିରେ ଅନବସର ନୀତି ସଂମ୍ପୃକ୍ତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ ହେବ ।ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଓମାରଙ୍କ ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତକୁ ଅପମାନ...