ନୂଆଦିଲ୍ଲୀ,୧୫/୦୬: ବୟୋଜ୍ୟେଷ୍ଠ ପେନ୍ସନଭୋଗୀଙ୍କୁ ପ୍ରତିବର୍ଷ ନିଜ ଜୀବନ ପ୍ରମାଣପତ୍ରକୁ ଦାଖଲ କରିବାକୁ ପଡ଼ିଥାଏ । ସରକାର ଏହାକୁ ସହଜ କରିବା ପାଇଁ ଡିଜିଟାଲ ଜୀବନ ପ୍ରମାଣପତ୍ର(ଡିଏଲ୍ସି) ଜମା କରିବାର ସୁବିଧା ଦେଇଛନ୍ତି । କିନ୍ତୁ ଏଥିପାଇଁ କୌଣସି ଜନ ସୁବିଧା କେନ୍ଦ୍ର କିମ୍ବା ସାଇବର କ୍ୟାଫେକୁ ଯିବାକୁ ପଡ଼ିଥାଏ । ଏବେ ପେନ୍ସନଭୋଗୀଙ୍କୁ ଘରେ ବସି ଡିଜିଟାଲ ପ୍ରମାଣ ପତ୍ର ଜମା କରିବାର ସୁବିଧା ମିଳିବ । ଏଥିପାଇଁ ଡାକ ବିଭାଗ ଆଗକୁ ଆସିଛି । ଡାକ ବିଭାଗ ବୟୋଜ୍ୟେଷ୍ଠଙ୍କୁ ଏ ସେବା ସେମାନଙ୍କ ଘରେ ପହଞ୍ଚାଇବି।
‘ଗୋଟିଏ ରାଷ୍ଟ୍ର-ଗୋଟିଏ ନିର୍ବାଚନ’କୁ AIMIM ମୁଖ୍ୟ ଅ...