ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଚୀନ୍‌ କମ୍ପାନିରେ ନିବେଶ କରିଛନ୍ତି ସେବି ମୁଖ୍ୟ, ପୁଣି ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୧୫/୦୯: ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ(ସେବି)  ଅଧ୍ୟକ୍ଷା ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛି କଂଗ୍ରେସ ।  ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି ଯେ,  ବୁଚ୍‌ ସେବି ନିୟମର ଉଲ୍ଲଂଘନ କରି ନିଜ କାର୍ଯ୍ୟକାଳରେ ପୁଞ୍ଜି ବଜାରରେ  ତାଲିକାଭୁକ୍ତ ସିକ୍ୟୁରିଟିଜ୍‌ଗୁଡ଼ିକରେ ୩୬.୯ କୋଟି ଟଙ୍କା ଲଗାଇଛନ୍ତି । ୨୦୧୭ରୁ  ୨୦୨୩ ମଧ୍ୟରେ ଏହି ଟ୍ରେଡିଂ ହୋଇଛି ।  ବିଦେଶୀ ପାଣ୍ଠିରେ ବୁଚ୍‌ ନିବେଶ କରିଥିବା  ଅଭିଯୋଗ ଆଣିଛି କଂଗ୍ରେସ । ଏଥିରେ  ଚାଇନିଜ୍‌ ନିବେଶ ବି ରହିଛି । ବୁଚ୍‌ ଗ୍ଲୋବାଲ  ଏକ୍ସ ଏମ୍‌ଏସ୍‌ସିଆଇ ଚାଇନା କଞ୍ଜ୍ୟୁମର ଏବଂ  ଇନ୍‌ଭେଷ୍ଟକୋ ଚାଇନା ଟେକ୍ନୋଲୋଜି ଇଟିଏଫ୍‌ ସହିତ ୪ଟି ଇଣ୍ଟର୍‌ନ୍ୟାସ୍‌ନାଲ  ଫଣ୍ଡ୍‌ରେ ନିବେଶ କରିଛନ୍ତି । ଏହି ବିଦେଶୀ ଆସେଟ୍‌ଗୁଡ଼ିକୁ ନେଇ ବୁଚ୍‌ କେବେ  ଘୋଷଣା କଲେ ବୋଲି ଖେଡ଼ା ପ୍ରଶ୍ନ କରିଛନ୍ତି । ଏହା ଉପରେ ସ୍ପଷ୍ଟ କରିବା  ପାଇଁ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.