ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବନ୍ଦ କର ଡ୍ରାମା , ନୁହେଁ ତ ... ରାଜ ଠାକରେଙ୍କ ଦଳରୁ ଆସିଲା ଖୋଲା ଧମକ

ମୁମ୍ୱାଇ : ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କର ମୁସ୍କିଲ କମିବାର ନାଁ ହିଁ ନେଉ ନାହିଁ। ଅମିତ ଜାନୀଙ୍କ ଦ୍ୱାରା ତିଆରି କରାଯାଉ ଥିବା ଫିଲ୍ମ କରାଚୀ ଟୁ ନୋଏଡା କୁ ନେଇ ଲୋକଙ୍କର ଅନେକ ପ୍ରକାରର ଧମକ ଆସୁଛି। ଏବେ ରାଜ୍‌ ଠାକରେଙ୍କର ମହାରାଷ୍ଟ୍ର ନବନିର୍ମାଣ ସେନା ( ଏମଏନଏସ)ର ଜଣେ ନେତା ସୀମା ହାଇଦରଙ୍କୁ ଧମକ ଦେଇଛନ୍ତି। ଏମଏନଏସ ନେତା ଅମେୟ ଖୋପକର କଡ଼ା ଚେତାବନୀ ଦେଇ କହିଛନ୍ତି ଏହିପରି ଡ୍ରାମାକୁ ବନ୍ଦ କରାଯିବା ଉଚିତ , ନୁହେଁ ତ ଏମଏନଏସର କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପ୍ରସ୍ତୁତ ରୁହ ।

{"width":613,"height":339}
Seema Haider case: Sachin turns out to be the mastermind behind bringing  her from Pakistan to India: - Hindustan News Hub

‘ଆମକୁ ଅଲଗା କରି ପାରିବନି ସରହଦର ପାଚେରୀ ‘ : ସୀମା…

ଅମେୟା ଖୋପକର ମରାଠୀରେ ଟ୍ୱିଟ୍‌ କରିଛନ୍ତି , ପାକିସ୍ତାନୀ ନାଗରିକଙ୍କ ଇଣ୍ଡିଆନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ କୌଣସି ସ୍ଥାନ ନାହିଁ । ଆମେ ଏହି ପ୍ରକାରର ଆଭିମୁଖ୍ୟ ଉପରେ ସ୍ଥିର ରହିଛୁ । ପାକିସ୍ତାନୀ ମହିଳା ସୀମା ହାଇଦର ଏହି ସମୟରେ ଭାରତରେ ଅଛନ୍ତି। ଏମିତି ଗୁଜବ ମଧ୍ୟ ଥିଲା କି , ସେ ଆଇଏସଆଇ ଏଜେଣ୍ଟ। ଆମ ଇଣ୍ଡଷ୍ଟ୍ରିରେ କ୍ଷଣିତ ପ୍ରସିଦ୍ଧ ପାଇଁ ସେମାନେ ସୀମା ହାଇଦରଙ୍କୁ ଅଭିନେତ୍ରୀ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଦେଶଦ୍ରୋହୀ ନିର୍ମାତାଙ୍କୁ ଲଜ୍ଜା କେମିତି ଆସୁନାହିଁ ? ଏହାକୁ ତୁରନ୍ତ ବନ୍ଦ କର , ନୁହେଁ ତ ଏମଏନଏସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ।

ହୋଇସାରିଛି ସୀମା ହାଇଦରଙ୍କ ରିଟର୍ଣ୍ଣ ଟିକେଟ୍‌ ! ଏବେ କଣ…

କହି ରଖୁଛୁ କି ସୀମା ହାଇଦର ପାକିସ୍ତାନରୁ ନେପାଳ ରାସ୍ତା ଦେଇ ଭାରତ ଆସି ଥିଲେ। ସୀମା ଓ ସଚିନ  ଉଭୟ ଗ୍ରେଟର ନୋଏଡର ଏକ ଗାଁରେ ରହୁଛନ୍ତି । ଉଭୟ ନେପାଳରେ ହିଁ ମାର୍ଚ୍ଚ  ମାସରେ ବିବାହ ବି କରିଛନ୍ତି । ସୀମାଙ୍କର ଦାବି କି ସେ ନିଜର ଧର୍ମ ପରିବର୍ତ୍ତନ ବି କରିସାରିଛନ୍ତି । ଭାରତକୁ ଆସବା ପରେ ସେ  ଲଗାତାର ଚର୍ଚ୍ଚାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.