ପ୍ରମୂଖ ଖବର
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ସନ୍ଦୀପ ରେଡ୍ଡୀ ୱାଙ୍ଗା କରିବେ ଏକ ମ୍ୟୁଜିକାଲ ଫିଲ୍ମ , ଏହି ବ୍ୟକ୍ତିଙ୍କ ବାୟୋପିକ୍‌ରେ ନିର୍ଦ୍ଦେଶନା ଦେବାକୁ ରହିଛି ଇଚ୍ଛା

ମୁମ୍ୱାଇ – ସନ୍ଦୀପ ରେଡ୍ଡୀ ୱାଙ୍ଗା ଏକ ବାୟୋପିକ ଫିଲ୍ମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ହେଲେ କାହାର ଜାଣନ୍ତି ? ବିଜୟ ଦେବରକୋଣ୍ଡାଙ୍କ ଅର୍ଜୁନ ରେଡ୍ଡୀ, ଶାହିଦ କପୁରଙ୍କ କବୀର ସିଂହ ଓ ରଣବୀର କପୁରଙ୍କ ଆନିମଲ କରିବା ପରେ ଏବେ ସନ୍ଦୀପ ରେଡ୍ଡୀ ୱାଙ୍ଗା ମ୍ୟୁଜିକାଲ ଫିଲ୍ମ ନିର୍ଦ୍ଦେଶନା ଦେବାକୁ ଚାହିଁଛନ୍ତି। ଏହି କଥା ନିଜେ ସନ୍ଦୀପ ରେଡ୍ଡୀୱାଙ୍ଗା କହିଛନ୍ତି। 

ଧମାକା ତ ଏବେ କରିବେ ବବି ଦେଓଲ , ଥ୍ରୀଲର ଫିଲ୍ମ ପାଇଁ ଅନୁରାଗ କଶ୍ୟପ କଲେ ଫାଇନାଲ !

ଗଲାଟା ପ୍ସଲ୍‌କୁ ଦେଇଥିବା ସାକ୍ଷାତକାରରେ ସନ୍ଦୀପ ରେଡ୍ଡୀ ୱାଙ୍ଗା ସେହି ବ୍ୟକ୍ତିଙ୍କ ନାଁ କହିଛନ୍ତି , ଯାହାଙ୍କର ସେ ବାୟୋପିକରେ ନିର୍ଦ୍ଦେଶନା ଦେବାକୁ ଚାହାନ୍ତି। ସେ କହିଛନ୍ତି ତାଙ୍କ ସ୍ୱପ୍ନ କି ସେ କିଙ୍ଗ ଅଫ୍‌ ପପ୍‌ ମାଇକେଲ ଜ୍ୟାକ୍ସନଙ୍କର ବାୟୋପିକକୁ ନିର୍ଦ୍ଦେଶନା ଦେବେ। ସେ ଏହା ବି କହିଛନ୍ତି କି ତାଙ୍କର ଏହି ସ୍ୱପ୍ନ ମଧ୍ୟରେ କେଉଁ ଜିନିଷ ପ୍ରତିବନ୍ଧକ ସାଜିଛି।

ସନ୍ଦୀପ ରେଡ୍ଡୀ ୱାଙ୍ଗା କହିଛନ୍ତି , କିନ୍ତୁ ପ୍ରଶ୍ନ ଏହା ଉଠୁଛି କି ତାଙ୍କର ବାୟୋପିକ୍‌ରେ ତାଙ୍କର ଚରିତ୍ର କରିବ କିଏ ? ମାଇକଲ ଜ୍ୟାକସନର ଆକ୍ଟିଂ କିଏ କରିବ ? ଯଦି ମୋତେ ଏମିତି କିଏ  ଅଭିନେତା ମିଳିଯାଏ , ଯିଏ ତାଙ୍କର ରୋଲ ପ୍ଲେ କରି ପାରିବ ତ ମୁଁ ହଲିଉଡକୁ ନିଶ୍ଚୟ ଆପ୍ରୋଚ କରିବି ଏବଂ ଇଂରାଜୀରେ ଫିଲ୍ମ କରିବି।

ଟ୍ୱିଙ୍କଲ ଖାନ୍ନାଙ୍କ ସହ ବିବାହ ପୂର୍ବରୁ ଅକ୍ଷୟ କୁମାରଙ୍କର ହୋଇଥିଲା ୨-୩ ଥର ବ୍ରେକ୍‌ଅପ୍‌ , କହିଲେ - ମୁଁ ବହୁତ ରାଗି ଥିଲି

ଅନ୍ୟପଟେ ୱାର୍କଫ୍ରଣ୍ଟ କଥା ଯଦି କହିବା ତ ଆନିମଲ ପାର୍କ ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତି। ପିଙ୍କଭିଲାକୁ ସୂତ୍ରରୁ ସୂଚନା କି ଆନିମଲ ପାର୍କର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ ହୋଇ ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.