ପ୍ରମୂଖ ଖବର
  • କୋଣାର୍କ ଯାତ୍ରୀ ନିବାସରେ ରଜ ପିଠା ଷ୍ଟଲ୍, ଦୋଳିରେ ଝୁଲିଲେ ପର୍ଯ୍ୟଟକ
  • ||
  • ବରଗଡ଼ : ଭେଉଁରିଆ ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଝୁଲିପଡ଼ିଲା ସ୍ୱାମୀ
  • ||
  • ରାଜଧାନୀରେ ବୁଲିଲା ଖଣ୍ଡା, ବାଇକ୍‌ ପାର୍କିଂକୁ ନେଇ ରକ୍ତପାତ
  • ||
  • ଉଗ୍ର ହେଉଛି ଇରାନ-ଇସ୍ରାଏଲ ଲଢେଇ; ଇସ୍ରାଏଲକୁ ସମର୍ଥନ କଲେ...ଆମେରିକା ସମେତ ଅନ୍ୟ ଦେଶକୁ ଇରାନର ଚେତାବନୀ
  • ||
  • ମଞ୍ଚେଶ୍ଵରରୁ ୨ ନାବାଳିକା ଶିଶୁ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗୀର : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ ଥାନା ୫୭ ନଂ ଜାତୀୟ ରାଜପଥ ଖଜୁରୀପଡା ଠାରେ ଦୁର୍ଘଟଣା, ବୋଲେରୋ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ୭ ଆହତ
  • ||
  • ଆଜି ପହିଲି ରଜ; ସବୁଠି ଉତ୍ସାହ, ପୋଡ଼ପିଠା ବାସ୍ନାରେ ମହକୁଛି ଗାଁଠୁ ସହର
  • ||
  • ରଜକୁ ଭିଜାଇବ ବର୍ଷା: ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ ଜାରି
  • ||

କାର୍ଯ୍ୟରେ ଅବହେଳା : ପୋଲସରା ମେଡିକାଲ ଅଧିକାରୀଙ୍କ ବଦଳି

Published By : Suraj Kumar | June 11, 2025 5:33 PM

ପୋଲସରା ୧୧/୦୬ : ମାଳତେନ୍ତୁଳିଆ ଗ୍ରାମରେ ମଙ୍ଗଳବାର ବିଦ୍ୟୁତ୍ ଆଘାତ ରେ ଜଣେ ମୃତ ଓ ଦୁଇ ଜଣ ଆହତ ହୋଇଥିଲେ। ଗୁରୁତରମାନଙ୍କୁ ପୋଲସର ମେଡିକାଳ ଅଣାଯାଇଥିଲା।  ଏହି ସମୟରେ ମେଡିକାଲ ଇନଚାର୍ଜ ଡଃ ଗୋପବନ୍ଧୁ ବେହେରା ଉପସ୍ଥିତ ନ ଥିଲେ।  ଖବର ପାଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମେଡିକାଲରେ ପହଞ୍ଚି ସମବେଦନା ଜଣାଇବା ସହ ପରିବାର ଲୋକଙ୍କ ସହିତ ଆଲୋଚନା  କରିଥିଲେ। ଏହାପରେ ଡଃ ଶ୍ରୀ ବେହେରା ଆସିଥିଲେ। ଏହାଦେଖି ମନ୍ତ୍ରୀ ତାଙ୍କୁ ତାଗିଦ୍ କରିଥିଲେ।

 ଏହାକୁ ନେଇ ମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ଓ ବିଭାଗୀୟ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାକୁ ନେଇ ଡଃ ଶ୍ରୀ ବେହେରାଙ୍କୁ ଛତ୍ରପୁର ବଦଳି ହୋଇଥିବା ବେଳେ ତାଙ୍କ ଜାଗାରେ ପୋଲସରା ମେଡିକାଲରେ କାର୍ଯ୍ୟରତ ଡଃ ସାୟଦ ଇକବାଲ ହୁସେନ ଙ୍କୁ ଦାୟିତ୍ୱ ଦିଆଯାଇଛି। ଆଗାମୀ ଦିନରେ ଯଦି କୈାଣସି ବିଭାଗୀୟ ଅଧିକାରୀ ଏହି ପରି ଅବହେଳା କରନ୍ତି ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.