ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଯାଞ୍ଚ ଘେରରେ ଓଟିଟି ନେଟଫ୍ଲିକ୍ସ ଇଣ୍ଡିଆ, ବିଭିନ୍ନ ବାଣିଜ୍ୟିକ ନୀତି ଉଲ୍ଲଘଂନ ନେଇ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୨୩/୦୯: ଯାଞ୍ଚ ଘେରରେ ଓଟିଟି ନେଟଫ୍ଲିକ୍ସ  ଇଣ୍ଡିଆ । ଏହି କମ୍ପାନି ବିରୋଧରେ ଭିଜା ନୀତି, ବର୍ଣ୍ଣବୈଷମ୍ୟ  ଆକ୍ଷେପ, ଟିକସ ଚୋରୀ ଏବଂ ବିଭିନ୍ନ ବାଣିଜ୍ୟିକ ନୀତି ଉଲ୍ଲଘଂନ ଅଭିଯୋଗ ରହିଛି । ରୟଟର୍ସରେ ଏ ନେଇ ଏକ ରିପୋର୍ଟ  ପ୍ରକାଶ ପାଇଛି । ସୌରାଷ୍ଟ୍ର ମନ୍ତ୍ରଣାଳୟର ଫରେନର୍ସ ରିଜିଅନାଲ  ରେଜିଷ୍ଟ୍ରେସନ ଅଫିସ (ଏଫ୍‌ଆର୍‌ଆର୍‌)ର ଅଧିକାରୀ ଦିପକ ଯାଦବ  ନେଟଫ୍ଲିକ୍ସ ଇଣ୍ଡିଆର  ବିଜ୍‌ନେସ ଆଣ୍ଡ ଲିଗାଲ  ଆଫାୟାର୍ସର ପୂର୍ବତନ  ନିର୍ଦ୍ଦେଶକ ନନ୍ଦିନୀ ମେହେଟାଙ୍କୁ ଏ ନେଇ ଏକ ଇ-ମେଲ ଲେଖିଛନ୍ତି । 

ମାମଲା ସହ ଜଡିତ ନନ୍ଦିନୀ ମେହେଟା ୨୦୧୮ରୁ ୨୦୨୦ ମଧ୍ୟରେ  ନେଟଫ୍ଲିକ୍ସର ଲସ୍‌ଏଞ୍ଜେଲସ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ କାମ  କରିଥିଲେ । ଭାରତ ସରକାରଙ୍କ ଏହି ଇ-ମେଲ କମ୍ପାନିରେ ଲିଗାଲ  ଏକଜିକ୍ୟୁଟିଭ ଭାବେ ତାଙ୍କ ଭୂମିକା, ଯାଞ୍ଚ ସମ୍ପର୍କିତ ଦସ୍ତାବିଜ ପ୍ରଦାନ  କରିବା ନେଇ ଅନୁରୋଧ କରାଯାଇଥିଲା । ଏହି ଇ-ମେଲରେ  ନେଟଫ୍ଲିକ୍ସର ଭାରତ କାରବାର ସହ ଜଡିତ ବିଜନେସ ପ୍ରାକ୍ଟିସ, ଭିଜା  ନିୟମ ଏବଂ ଟିକସ ନିୟମ ଉଲ୍ଲଘଂନ ନେଇ ଚିନ୍ତା ପ୍ରକଟ କରାଯାଇଛି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.