ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି, ପ୍ରଭାବିତ ଚାଷୀଙ୍କୁ ଭେଟିଲେ ନବୀନ

Published By : Prameya | December 30, 2024 4:09 PM

ଭୁବନେଶ୍ବର,୩୦।୧୨ :  ଚଳିତ ମାସରେ ଦୁଇ ଦୁଇ ଥର ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭେଟିବା ସହ   କ୍ଷେତ ପରିଦର୍ଶନ କରିଛନ୍ତି l  ଚାଷୀର ପ୍ରଭୂତ କ୍ଷତି ହୋଇଥିବା ହୃଦବୋଧ କରି ନବୀନ ସିଧାସଳଖ ଚାଷୀଙ୍କୁ ମିଶି ତାଙ୍କ ଗୁହାରି ଶୁଣିବା ସହ କଣ ଆବଶ୍ୟକତା ରହିଛି ଚାଷୀଙ୍କ ଠାରୁ ସେ ସମ୍ପର୍କରେ ବୁଝିଥିଲେ l 

ଦିନିକିଆ ଗଞ୍ଜାମ ଗ୍ରସ୍ତରେ ତାଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ମହାତ୍ମା ଗାନ୍ଧି ମିନିଷ୍ଟାଡିୟମ  ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସରିବା ପରେ  ରୋଡ ଯୋଗେ ପ୍ରଥମେ ତାକରଡା , ବୁରୁପଡ଼ା, ପୋଡ଼ିଙ୍ଗ ଦେଇ ସମସ୍ତ ଚାଷୀଙ୍କୁ ଭେଟିବା ପରେ ପୋଡ଼ିଙ୍ଗ ଠାରେ ଚାଷୀ ମାନଙ୍କ କ୍ଷୟ କ୍ଷତି ବିଷୟରେ ଆଲୋଚନା କରିଥିଲେ l ସେଠାରୁ ଆସିକା ବ୍ଲକରେ ପହଞ୍ଚି ବରଗାଁ ପଞ୍ଚାୟତର ଚାଷୀ ମାନଙ୍କ ସହ ସିଧା ସଳଖ ଆଲୋଚନା କରିବା ପରେ ସେଠୁ କବିସୂର୍ଯ୍ୟନଗର ବ୍ଲକ୍ ଯାଇ କବିସୂରଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦରର ଏସ ନୂଆଁଗାଁ ସ୍ଥିତ ଆମ୍ବଶିଖା ପୁର ପଡିଆ ରେ ଚାଷୀ ମାନଙ୍କ ସହ ଭେଟି ଆଲୋଚନା କରିଥିଲେ l ନବୀନଙ୍କ ଏହି ଗ୍ରସ୍ତ ବେଳେ ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଜିଲ୍ଲାସ୍ତରୀୟ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.