ଗୋପାଳପୁର :୧/୭ : ଗୋପାଳପୁରରେ ହେରା ପଞ୍ଚମୀ ପାଳନ ହୋଇଛି। ରଥଯାତ୍ରାରେ ବଡ଼ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରାଙ୍କୁ ନେଇ କଳା ଠାକୁର ଯାତ୍ରା କରିଛନ୍ତି ମାଉସୀ ମାଆ ଘରକୁ। ମହାଲକ୍ଷ୍ମୀଙ୍କ ସହ ମଧ୍ୟରେ ଥିବା ପରମ୍ପରା ପାଳନ ହୋଇଥିଲା। ରଥ ଭାଙ୍ଗି ନିଜ ରାଗ ସୁଝି ଫେରିଥିଲେ ଲକ୍ଷ୍ମୀ ଠାକୁରାଣୀ। ପରେ ରଥକୁ ଦକ୍ଷିଣ ମୁହଁl କରାଯାଇଥିଲା। ତାହା ସହ ପବିତ୍ର ହେରା ପଞ୍ଚମୀରେ କଳା ଠାକୁର ନୃସିଂହ ବେଶ ଧାରଣ କରିଛନ୍ତି। ଏହି ବେଶ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମି ଆଶିଷ ଗ୍ରହଣ କରିଥିଲେ ।

ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସ...