ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ି ‘ନୂଆ ମିଶନ’ରେ କେଜ୍ରିୱାଲ, ଆଗାମୀ ପ୍ଲାନିଂର ସୂଚନା ଦେଲା ଆପ୍‌

ନୂଆଦିଲ୍ଲୀ : ନୂଆ ମିଶନରେ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ। ଦିଲ୍ଲୀର ମୁଖ୍ୟତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଚୌକି ଛାଡ଼ିବା ପରେ ଏବେ ଏକ ନୂଆ ମିଶନରେ ବାହାରିଛନ୍ତି। ଆପ୍‌ ପାର୍ଟିର ବରିଷ୍ଠ ନେତା ସନ୍ଦୀପ ପାଠକ ଏହି ସୂଚନା ଦେଇଛନ୍ତି। ସନ୍ଦୀପ ପାଠକଙ୍କ ସୂଚନା ମୁତାବକ , ୫ ଅକ୍ଟୋବରରେ ହରିଆଣାର ନିର୍ବାଚନ ଅଛି। ଅରବିନ୍ଦ କେଜ୍ରିୱାଲ ବିଜେପିର ଷଡ଼ଯନ୍ତ୍ର ସହ ଲଢି ଜେଲ୍‌ରୁ ବାହାରିଛନ୍ତି ଏବଂ ହରିଆଣା ନିର୍ବାଚନରେ ପ୍ରଚାର ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଶୁକ୍ରବାର ଠାରୁ ନିଜର ପ୍ରଚାର ଅଭିଯାନ ଆରମ୍ଭ କରୁଛନ୍ତି।

ପାଠକ କହିଛନ୍ତି କି, ଅରବିନ୍ଦ କେଜ୍ରିୱାଲ ୨୦ ସେପ୍ଟେମ୍ୱରରେ ପ୍ରଥମ ରୋଡ୍‌ ଶୋ’ କରିବେ। କେଜ୍ରିୱାଲଙ୍କର ୧୩ ରୋଡ୍‌ ଶୋ’ ସ୍ଥିର ହୋଇଛି , ଯେଉଁଥିରେ ସେ ହରିଆଣାର ୧୧ଟି ଜିଲ୍ଲାର ବିଧାନସଭାକୁ କଭର କରିବେ। ହରିଆଣାରେ ପରିବର୍ତ୍ତନ ଓ ବିଜେପିର ପରାଜୟର ଦାବି କରି ପାଠକ କହିଛନ୍ତି ଯେ, କେଜ୍ରିୱାଲ ଆଗାମୀ ଯୋଜନା ଆସନ୍ତା କିଛି ଦିନରେ ସ୍ଥିର କରିବେ। 

ପାଠକ କହିଛନ୍ତି ଯେ, ଯଦି ଆପଣ ହରିଆଣାର ରାଜନୀତିକୁ ଦେଖିବେ ତ ଚଳିତ ଥର ବିଜେପି ସଂପୂର୍ଣ୍ଣ ରୂପେ ସେଠାରେ ହାରୁଛି। ଗତ ୧୦ ବର୍ଷ ହେବ ସେଠାରେ ବିଜେପିର ସରକାର ଚାଲିଛି। ଜନତାଙ୍କ କଥା ଛାଡ଼ି ଦିଅ , ବିଜେପିକୁ ତ ନିଜକୁ ଭରସା ନଥିଲା, ଏଥିପାଇଁ ଶେଷ ବର୍ଷରେ ମୁଖ୍ୟମନ୍ତ୍ରୀ ବଦଳାଇ ଦେଲେ। ପ୍ରଶ୍ନ ଉଠୁଛି ଯେ, ଶେଷରେ ଏମିତି କରିବାର କଣ ଆବଶ୍ୟକ ଥିଲା। ଯେଉଁପରି ସେମାନେ କୃଷକ , ଯବାନଙ୍କ ଅପମାନ କଲେ, ମାତା ଓ ଭଉଣୀଙ୍କ ମାନ-ସମ୍ମାନଙ୍କ ସହ ଖେଳିଲେ, ଏଥିରେ ବିଜେପି ନିଜେ ହିଁ ମାନୁଛି କି ସେ ଏହିଥର ଯାଉଛି। 

ଆପ୍‌ ନେତା କହିଛନ୍ତି କି , ବିଜେପି ଯାଉଛି ଏବଂ ପରିବର୍ତ୍ତନ ଆସୁଛି , ତ ବଡ଼ ପ୍ରଶ୍ନ ଏହାକି ଜନତା କାହାକୁ ସୁଯୋଗ ଦେବେ। ହେଲେ ଜନତା ସବୁ ପାର୍ଟିଙ୍କୁ ସେଠାରେ ସୁଯୋଗ ଦେଇଛନ୍ତି।କିନ୍ତୁ , ଏହି ପାର୍ଟିମାନେ କଣ ତାଙ୍କ ପାଇଁ କାମ କରିଛନ୍ତି । ଏହି ସ୍ଥିତିରେ ଜନତା ଅରବିନ୍ଦ କେଜ୍ରିୱାଲଙ୍କ ସହ ଯିବେ , କାରଣ ସେମାନେ ଦିଲ୍ଲୀ ଓ ପଞ୍ଜାବରେ ଆମର ସରକାରର କାର୍ଯ୍ୟକଳାପକୁ ଦେଖୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.