ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

କାନାରା ବ୍ୟାଙ୍କ ପକ୍ଷରୁ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଏବଂ ଡିସପୋଜାଲ ମେସିନ୍ ସ୍ଥାପନ

Published By : Prameya | October 5, 2024 11:36 PM

ଭୁବନେଶ୍ବର, ୫/୧୦ :  ନବରାତ୍ରୀ ଅବସରରେ କାନାରା ବ୍ୟାଙ୍କ ଭୁବନେଶ୍ବର ଜୋନ୍ ପକ୍ଷରୁ ସାନିଟାରୀ ନାପକିନ ଭେଣ୍ଡିଂ ମେସିନ ଏବଂ ସାନିଟାରୀ ନାପକିନ ଡିସପୋଜାଲ ମେଶିନ ଉଭୟ ସ୍ଥାପନ କରାଯାଇଛି ।  ଓଡ଼ିଶାରେ ମହିଳା ଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତାକୁ ବୃଦ୍ଧି ପାଇଁ ଏକ ଉତ୍ତମ ପଦକ୍ଷେପ ନିଆଯାଇଛି ।

ଏହି ଉତ୍ତମ ପଦକ୍ଷେପ ଆରମ୍ଭ କରିବା ପାଇଁ ଜେନେରାଲ ମ୍ୟାନେଜର ତଥା ଷ୍ଟେଟ ହେଡ ଜଗଦୀଶ ଚନ୍ଦର ଆଜି କେଏମବିବି ଜୁନିୟର ସାଇନ୍ସ କଲେଜ , ନାରଣପୁର, କଟକକୁ ସାନିଟାରୀ ନାପକିନ ଭେଣ୍ଡିଂ ମେସିନ ଏବଂ ସାନିଟାରୀ ନାପକିନ ଡିସପୋଜାଲ୍ ମେସିନ୍ କଟକକୁ ପ୍ରଦାନ କରିଛନ୍ତି। ଏହି ଅବସରରେ କଲେଜ ପ୍ରିନ୍ସିପାଲ ତଥା ଅନ୍ୟ ବ୍ୟାଙ୍କ ଅଧିକାରୀ ତଥା କଲେଜ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ। କାନାରା ବ୍ୟାଙ୍କ ବିଭିନ୍ନ ଶିକ୍ଷାନୁଷ୍ଠାନରେ ତଥା ଭୁବନେଶ୍ୱର, କଟକ, ଭଦ୍ରକ, ବ୍ରହ୍ମପୁର ଏବଂ ସମ୍ବଲପୁର ଭଳି ୨୦ଟି ମେସିନ ସ୍ଥାପନ କରୁଛି। କାନାରା ବ୍ୟାଙ୍କ ନିଶ୍ଚିତ କରିବ ଯେ ଅନ୍ତତଃ ଆଗାମୀ ୬ମାସ ପାଇଁ ଏହି ମେସିନ୍ଗୁଡ଼ିକ ଠିକ୍ ସମୟରେ ରିଫିଲ୍ ହେବ । କାନାରା ବ୍ୟାଙ୍କର ଏହି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.