ପ୍ରମୂଖ ଖବର
  • ଡିଜି ସମ୍ମିଳନୀ ପାଇଁ ଭୁବନେଶ୍ବରରେ ଟ୍ରାଫିକ୍‌ କଟକଣା ଜାରି
  • ||
  • କୁଚିଣ୍ଡା : ୪ ବାଇକ୍‌ ଲୁଟେରା ଗିରଫ, ୯ ବାଇକ୍‌ ଜବତ
  • ||
  • ଆନନ୍ଦପୁର : ବାତୋ ଗାଁରେ ଅଘଟଣ, ଟ୍ରାକ୍ଟର ତଳେ ଚାପିହୋଇ ନାବାଳକ ମୃତ
  • ||
  • ରାଜଧାନୀରୁ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର
  • ||
  • କୋରାପୁଟ : ମାଲ ଗାଡ଼ି ଟ୍ରେନ୍‌ରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ
  • ||
  • ଶୀତରେ ଥରୁଛି ଜି ଉଦୟଗିରି, ୬.୨ ଡିଗ୍ରୀକୁ ଖସିଲା ତାପମାତ୍ରା
  • ||
  • ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ, ମହିଳା ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍ ଗ୍ରୀନ୍‌ କ୍ଲିନ୍ ଜାରି, ୧୬ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
  • ||
  • ପଦ୍ମପୁର : ନିଆଁ ଲାଗି ପୋଡ଼ିଗଲା ଦଶ ଏକର ଜମିର ଧାନ ଫସଲ, କାରଣ ଅସ୍ପଷ୍ଟ
  • ||
  • ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍,ସାମିଲ୍ ହେବେ ବହୁ ନେତା
  • ||
  • ଚଣ୍ଡିଖୋଲ : ଡମ୍ପରକୁ ଧକ୍କା ଦେଲା ଆମ୍ବୁଲାନ୍ସ: ଜଣେ ମୃତ, ୩ ଗୁରୁତର
  • ||
  • ବ୍ରହ୍ମପୁର : ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ, ଦାଦାର ଆକ୍ରମଣରେ ପୁତୁରାର ମୃତ୍ୟୁ
  • ||
  • ରାଜ୍ୟରେ କମିବ ଥଣ୍ଡା, ୩ ଦିନରେ ରାତି ତାପମାତ୍ରା ୪ଡିଗ୍ରୀ ବଢ଼ିପାରେ: ବାତ୍ୟା ପ୍ରଭାବରେ କାଁ ଭାଁ ବର୍ଷା ସମ୍ଭାବନା
  • ||

ଭାରତ ନୁହେଁ... ଅନ୍ୟ ଟିମ୍ ବି ପାକିସ୍ତାନରୁ ଫେରାଇଲେ ମୁହଁ ! ଏବେ କେଉଁଠି ହେବ ଚାମ୍ପିୟନ୍ସ ଟ୍ରଫି

ନୂଆଦିଲ୍ଲୀ, ୨୮/୧୧ :   ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନ ଲାଗି ପାକିସ୍ତାନ ଉତ୍ସାହିତ ଅଛି । ସବୁ ଟିମକୁ ରାଜି କରିବା ପରେ ଟିମ୍ ଇଣ୍ଡିଆକୁ ଡାକିବାକୁ ପିସିବି ନିଜର ଜୋର ଲଗାଇ ଦେଇଥିଲା । ମାତ୍ର ସମୟ ଏଭଳି ଆସିଛି କି ଭାରତ ସହ ଅନ୍ୟ ଦେଶ ବି ଏବେ ପାକିସ୍ତାନ ଯିବାକୁ ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରକାଶ ‌ଯେ, ଇସଲାମବାଦରେ ପାକିସ୍ତାନର ପୂର୍ବତନ ଅଧିନାୟକ ଏବଂ ପୂର୍ବତନ ପିଏମ୍ ଇମରାନ ଖାନଙ୍କ ସମର୍ଥକମାନେ ପରିସ୍ଥିତି ଅଣାୟତ କରିଛନ୍ତି । ଯାହାର ପ୍ରଭାବ ଖେଳ ଜଗତ ଉପରେ ଦେଖିବାକୁ ମିଳିଛି ।

ଶ୍ରୀଲଙ୍କା କ୍ରିକେଟ ବୋର୍ଡ଼ ଇସଲାମବାଦରେ ହୋଇଥିବା ଘଟଣା ପରେ ଆକ୍ସନରେ ନଜର ଆସିଛି । ଶ୍ରୀଲଙ୍କା ଏ ର ଟିମ୍ ପାକିସ୍ତାନ ୫୦ଓଭରର ସିରିଜକୁ ନେଇ ପାକିସ୍ତାନ ଗସ୍ତରେ ଥିଲା । ଯାହାକୁ ଫେରସ୍ତ ନିଆଯାଇଛି । ଏବେ ପ୍ରଶ୍ନ ଚାମ୍ପିୟନ୍ସ ଟ୍ରଫି ଉପରେ ଅଛି । ଯାହାର ପ୍ରସ୍ତୁତିରେ ପାକିସ୍ତାନ ଏବେ ପର୍ଯ୍ୟନ୍ତ ବ୍ୟସ୍ତ ଥିବା ନଜର ଆସିଛି । 

ପାକିସ୍ତାନ ଟି-୨୦ ବିଶ୍ବକପ ୨୦୨୪ପରେ ହିଁ ଡ୍ରାଫ୍ଟ ସିଡ୍ୟୁଲ ଆଇସିସିକୁ ଦେଇଥିଲା । କିନ୍ତୁ ପ୍ରାୟ ଆଇସିସିର ଷ୍ଟାମ୍ପ ଏହା ଉପରେ ଲାଗି ନାହିଁ । କିନ୍ତୁ କିଛିଦିନ ପୂର୍ବରୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଯଦି ପାକିସ୍ତାନ ଆୟୋଜନ ଛାଡ଼ୁଛି ତ ସାଉଥ ଆଫ୍ରିକାରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.