ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ସବୁଠାରୁ ଶକ୍ତିଶାଳି ଦେଖାଯାଉଛି ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଂ ଇଲେଭେନ, ୧୧ରୁ ୧୧ଦମଦାର୍ ମ୍ୟାଚ୍ ଓ୍ବିନର

ନୂଆଦିଲ୍ଲୀ, ୨୭/୧୧ : ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସିଜିନ ତଥା ଆଇପିଏଲ୍ ୨୦୨୫ଲାଗି ଏବେ ସବୁ ଟିମ୍ ପ୍ରସ୍ତୁତ ଅଛନ୍ତି । ଆଗାମୀ ସିଜନ ଲାଗି ଜେଦ୍ଦାରେ ମେଗା ଅକ୍ସନ ହୋଇଛି । ଯେଉଁଥିରେ ପ୍ରତି ଟିମ୍ ନିଜ ନିଜ ପସନ୍ଦ ଏବଂ ଆବଶ୍ୟକ ମୁତାବକ ଖେଳାଳୀ କିଣିଛନ୍ତି । ନିଲାମୀ ପରେ ପ୍ରତ୍ୟେକ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର କଥା କହୁଛନ୍ତି । କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସର ଏତେ ଚର୍ଚ୍ଚା ହେଉନାହିଁ । ଯାହାକି ଯଦି ଆପଣ ଏହି ଟିମ୍ ଉପରେ ନଜର ପକାଇବେ ତେବେ ଜଣାପଡ଼ିବ କି ତା’ପାଖରେ ଗୋଟିଏ ଦୁଇଟି ନୁହେଁ ବରଂ ୧୧ରୁ ୧୧ମ୍ୟାଚ୍ ଓ୍ବିନର ଖେଳାଳୀ ଅଛନ୍ତି ।

ଆଇପିଏଲ୍ ୨୦୨୫ର ମେଗା ଅକ୍ସନରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଫ ଡୁ ପ୍ଲେସିସ, ଦୁଷ୍ମାତା ଚମୀର, ଡୋନାଓ୍ବନ ଫରେରିୟା, ମୋହିତ ଶର୍ମା, ସମୀର ରିଜଓ୍ବୀ ଏବଂ ଏବଂ କଋଣ ନାୟରଙ୍କ ଭଳି କେତେକ ଦମଦାର ଖେଳାଳୀ କିଣିଛି । ମାତ୍ର ଏମାନଙ୍କୁ ଚୁଡ଼ାନ୍ତ ଏକାଦଶ‌ରେ ସ୍ଥାନ ମିଳିବା କଷ୍ଟ ଅଟେ । ଏବେ ଭାବନ୍ତୁ ଏଭଳି ଖେଳାଳୀ ଯେତେବେଳେ ବେଞ୍ଚରେ ବସିବେ ତ ଖେଳୁଥିବା ୧୧ଜଣ କିଏ ହେବେ । 

ସମ୍ଭାବିତ ଚୁଡ଼ାନ୍ତ ଏକାଦଶ : ଜ୍ୟାକ ଫ୍ରେଜର ମ୍ୟାକଗର୍କ, କେଏଲ ରାହୁଲ, ଅଭିଷେକ ପେରେଲ, ହ୍ୟାରି ବୃକ, ଟ୍ରସନ ଷ୍ଟବ୍ସ, ଆଶୁତୋଶ ଶର୍ମା, ଅକ୍ଷର ପଟେଲ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ଟି ନଟରାଜନ ଏବଂ ମୁକେଶ କୁମାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.