ନୂଆଦିଲ୍ଲୀ, ୨୭/୧୧ : ସାଉଥ ଅଭିନେତା ଧନୁଷ ଏବଂ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ତଲାକ ହୋଇଯାଇଛି । ବିବାହର ୨୦ବର୍ଷ ପରେ ଦମ୍ପତ୍ତିଙ୍କ ମଧ୍ୟରେ ଡିଭୋର୍ସ ହୋଇଛି । ଦୁଇ ବର୍ଷ ପୂର୍ବରୁ ଭିନ୍ନ ହେବାକୁ ଘୋଷଣା କରିବା ପରେ ଏବେ ଧନୁଷ ଏବଂ ଐଶ୍ବର୍ଯ୍ୟାଙ୍କୁ କୋର୍ଟରୁ ତଲାକ୍ ମିଳିଛି । ଚେନ୍ନାଇ ପରିବାର କଲ୍ୟାଣ ଅଦାଲତ ଉଭୟଙ୍କ ତଲାକକୁ ମଞ୍ଜୁର କରିଛନ୍ତି, କାରଣ ସେମାନେ କହିଥିଲେ କି ଏକାସାଥିରେ ରହିପାରିବେନି ।
dhanush-and-aishwaryaa-rajinikanth