ଗୁଡଭେଲା ୧୪/୦୪: ବେଆଇନ ମହୁଲ ଗାଡି ଜବତ କଲା ଅବକାରୀ ବିଭାଗ। ୧୫ କୁଇଣ୍ଟାଲ ମହୁଲ ଜବତ। ପାଟଣାଗଡ଼ ପଟକୁ ହେଉଥିଲା ଚାଲଣ।
ସୂଚନା ଅନୁଯାୟୀ, ତୁଷୁରା ଅବକାରୀ ବିଭାଗ ଏକ ବେଆଇନ ଭାବେ ଚାଲଣ ହେଉଥିବା ମହୁଲ ଗାଡିକୁ ଜବତ କରିଛି। ଗାଡିରେ ପ୍ରାୟ ୧୫ କୁଇଣ୍ଟାଲ ମହୁଲ ଥିବା ଜଣାପଡିଛି। ଗାଡିଟିକୁ ଅବକାରୀ ବିଭାଗ କାଯ୍ୟଳୟରେ ରଖି ଯାଞ୍ଚ କରୁଛି। ତେବେ ଏହି ମହୁଲ ଗାଡି ତୁଷୁରା ଦେଇ ପାଟଣାଗଡ଼ ପଟକୁ ଚାଲଣ ହେଉଥିବା ଜଣାପଡିଛି।