ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆପଣଙ୍କର ବି ଅଛି କି ୟୁରିକ୍ ଏସିଡ଼୍ ସମସ୍ୟା? ସକାଳୁ ଖାଆନ୍ତୁ ଏହିସବୁ ଫଳ...

Published By : Anindita Ratha | March 12, 2025 3:14 PM

ଆଜିକାଲି ଲୋକାମାନଙ୍କ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକଙ୍କ ପାଖରେ  ଦେଖାଦେଉଛି ୟୁରିକ୍ ଏସିଡ୍ ସମସ୍ୟା। ଆହା ଫଳରେ ପାଦ ତଳ, ଆଣ୍ଠୁ ଏବଂ କହୁଣୀରେ ଯନ୍ତ୍ରଣା ହୋଇଥାଏ । ଯଦି ସଠିକ ସମୟ ମଧ୍ୟରେ ୟୁରିକ ଏସିଡକୁ ରୋକା ନଯାଏଁ, ତେବେ ଏହା କିଡନୀ ଏବଂ ହୃଦୟକୁ ମଧ୍ୟ ପ୍ରଭାବିତ କରିପାରେ । ତେଣୁ ସକାଳୁ ସକାଳୁ କିଛି ଫଳକୁ ନିଜ ଡ଼ାଏଟ୍‌ରେ ସାମି କରିବା ଦ୍ବାରା ଶରୀରରୁ ୟୁରିକ ଏସିଡ୍‌ ହ୍ରାସ ପାଇପାରେ । ଆସନ୍ତୁ ଜାଣିବା ଏହିସବୁ ଫଳ ବିଷୟରେ..

କମଳା କିମ୍ବା ଲେମ୍ବୁ: ୟୁରିକ ଏସିଡ୍‌ର ସବୁଠାରୁ ବଡ଼ ଶତ୍ରୁ ହେଉଛି ଭିଟାମିନ-ସି । ଶରୀରରେ ଭିଟାମିନ-ସିର ସ୍ତର ବୃଦ୍ଧି ହେବା ଦ୍ଵାରା ୟୁରିକ ଏସିଡ୍‌ରେ ମଧ୍ୟ ଯଥେଷ୍ଟ ହ୍ରାସ ଘଟିଥାଏ । ତେଣୁ,କମଳା, ଲେମ୍ବୁ ଏବଂ ଋତୁକାଳୀନ ଫଳ ନିୟମିତ ଖାଇବା ଉଚିତ।

ଚେରି: ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ଏହାକୁ ଖାଇବାଦ୍ବାରା ଶରୀରର ଯନ୍ତ୍ରଣା କମ କରିଥାଏ । କେବଳ ଏତିକି ନୁହେଁ,ଏହି ଫଳ ୟୁରିକ ଏସିଡ୍ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

ସେଓ : କେବଳ ଭିଟାମିନ-ସି ନୁହେଁ, ଭିଟାମିନ-ଏ ମଧ୍ୟ ୟୁରିକ୍ ଏସିଡ୍ ହ୍ରାସ କରିବାରେ ସହାୟକ ହୋଇଥାଏ । ଭିଟାମିନ-ଏ ପାଇଁ ସେଓ ସବୁଠାରୁ ଭଲ ଫଳ ।  ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ଵାରା ୟୁରିକ ଏସିଡ୍ ହ୍ରାସ କରିବାରେ ସାହାଯ୍ୟ ହୋଇଥାଏ । ଏହା ସହିତ, ପ୍ରତିଦିନ ଗୋଟିଏ ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ସେହିପରି ଶରୀରରେ ୟୁରିକ ଏସିଡ୍ ଅଧିକ ଥିଲେ  ସାଲାଡ, ଟମାଟୋ, ଲଙ୍କା, ମାଂସ, ମାଛ ତେଲ, କଫି ଏବଂ କେକ୍ ଖାଇବାରୁ ଦୂରେଇ ରହିବା ଉଚିତ ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.