ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ଭୂକମ୍ପରେ ଥରିଲା ଚିଲି, ରିକ୍ଟର ସ୍କେଲରେ ୬.୨ ରେକର୍ଡ

Published By : Ankita S | January 3, 2025 8:57 AM

ନୂଆଦିଲ୍ଲୀ,୦୩ /୦୧: ଭୂକମ୍ପ ଝଟକାରେ ଥରିଲା ଚିଲି । କେଲାମା ନିକଟସ୍ଥ ଏଣ୍ଟୋଫଗାସ୍ତା ଅଞ୍ଚଳରେ ଆଜି (ଶୁକ୍ରବାର) ବଡ ଧରଣର ଭୂକମ୍ପ ହୋଇଛି । ରିକ୍ଚର ସ୍କେଲରେ ଏହାର ତୀବ୍ରତା ୬.୨ ମାଗ୍ନିଚୁଡ ରେକର୍ଡ ହୋଇଛି । ଏହି ଭୂକମ୍ପ ନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ (ଇଏମଏସସି) ସୂଚନା ଦେଇଛି ।

ରିପୋର୍ଟ ଅନୁସାରେ, ଭୂକମ୍ପ କେନ୍ଦ୍ରସ୍ଥଳ କେଲାମାରୁ ୮୪କିଲୋମିଟର ଉତ୍ତର-ପଶ୍ଚିମ ଏବଂ ପୃଥିବୀ ପୃଷ୍ଠରୁ ୧୦୪ କିଲୋମିଟର ଗଭୀରତା ଥିଲା । ଏ ପର୍ଯ୍ୟନ୍ତ ସେଠାରେ କୌମଣି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ । ମାତ୍ର ଭୂକମ୍ପର ତୀବ୍ରତା ୬.୨ ଥିବାରୁ ଲୋକମାନଙ୍କ ମଧ୍ୟରେ ଭୟ ରହିଛି ।

ଚିଲିରେ ଅନୁଭୂତ ହୋଇଥିବା ଭୂକମ୍ପ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଭୂକମ୍ପ ଝଟକାରେ ଘରଗୁଡିକ ଥରି ଉଠିଥିଲା । ଘରର ଆବାସପତ୍ର ପଡି ଯାଇଥିଲା । ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା । ଲୋକମାନେ ଭୟଭୀତ ରହିଛନ୍ତି । ଟେକ୍ଟୋନିକ ପ୍ଲେଟଗୁଡିକର ଧକ୍କା ହେତୁ କମ୍ପନ ସୃଷ୍ଟି ହୋଇଥିଲା । ପ୍ରାୟ ସମୟରେ ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଭୂକମ୍ପ ହେଉଛି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.