ଭୁବନେଶ୍ବର, ୭।୫ : ମଦ୍ୟପ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ। ପାତ୍ରପଡ଼ା ରାସ୍ତାରେ ଏହା ଦେଖିବାକୁ ମିଳିଛି। ରାସ୍ତା ମଝିରେ ଏପରି ଉତ୍ପାତ କଲେ ଯେ ରାସ୍ତା ମଝିରେ ଅଟକିଗଲା ଶହଶହ ଗାଡି। ଶେଷରେ ଖବର ପାଇ ଖଣ୍ଡଗିରି ପୋଲିସ ପହଞ୍ଚି ଯୁବତୀଙ୍କୁ ଥାନାକୁ ଆଣିଥିଲା। ତେବେ ଥାନାରେ ପହଞ୍ଚିବା ପରେ ମଧ୍ୟ ନିଶା ଉତୁରୀ ନ ଥିଲା। ନିଶାଶକ୍ତ ଅସ୍ଥାରେ ଯୁବତୀ ଜଣକ ଥାନାରେ ମଧ୍ୟ କିଛି ସମୟ ଧରି ଉତ୍ପାତ କରିଥିଲେ । ଏପରିକି ଯୁବତୀଙ୍କୁ ସମ୍ଭାଳିବାକୁ ଥାନାରେ ମହିଳା ପୁଲିସକୁ ନାକେଦମ ହେବାକୁ ପଡିଛି।
ଓମାରଙ୍କ ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତକୁ ଅପମାନ...