ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

କ୍ବାର୍ଡ ବୈଠକକୁ ନେଇ ଆମେରିକାର କଡ଼ା ସମାଲୋଚନା, କହିଲା-ଏହି ଗୋଷ୍ଠୀର ଭବିଷ୍ୟତ ଅନ୍ଧକାରମୟ

ନୂଆଦିଲ୍ଳୀ,୨୨।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ କ୍ବାଡ ସମୁହର ବୈଠକରେ ଯୋଗଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। କ୍ବାଡ ମିଟିଂରେ ଆମେରିକା ସହିତ ସବୁ ସଦସ୍ୟ ରାଷ୍ଟ୍ର ଦକ୍ଷିଣ ଚୀନ୍ ସାଗର ଓ ଏସିଆରେ ଚୀନ୍‌ର ବଢୁଥିବା ଆକ୍ରାମକ ସ୍ବଭାବକୁ ବିପଦ ବୋଲି କହିଛନ୍ତି। ତେବେ କ୍ବାର୍ଡ ସମ୍ମିଳନୀକୁ ନେଇ ଚୀନ୍ ନିଜର କଡା ମନ୍ତବ୍ୟ ଦେଇଛି। 

ଚୀନ୍ ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ କ୍ବାଡ ଶିଖର ସମ୍ମିଳନୀ ଉପରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି, ଚୀନ୍ ସହିତ ନିଜର ପ୍ରତିଯୋଗିତାକୁ ବଢାଇବା ପାଇଁ ଆମେରିକା, କ୍ବାଡ ରୂପରେ ଏକ ଛୋଟ ଗୋଷ୍ଠୀ ତିଆରି କରୁଛି କିନ୍ତୁ ଏହି ୪ ଦେଶର ଜାତୀୟ ହିତ ଅଲଗା ଅଲଗା ରହିଛି। ଏହି ଦେଶ ସହ ଚୀନ୍‌ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଓ ପୁରୁଣା ସମ୍ପର୍କ ରହିଛି ତେଣୁ ଏହି ଗୋଷ୍ଠୀର ଭବିଷ୍ୟତ ଅନ୍ଧକାରମୟ ଏବଂ ଅନିଶ୍ଚିତତା ଭିତରେ ରହିଛି। 

ଉଲ୍ଲେଖନୀୟ ଯେ, ଚୀନ୍‌ର ବଢୁଥିବା ଆକ୍ରାମକ ସ୍ବଭାବକୁ କାଉଣ୍ଟର କରିବା ପାଇଁ କ୍ବାଡ ସମୂହ ପୁଣିଥରେ ସକ୍ରିୟ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଏହି ସମ୍ମିଳନୀ ପରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଚୀନ୍‌ ଆମର ଲଗାତାର ପରୀକ୍ଷା ନେଉଛି। ଏହାର ଏସିଆ-ପ୍ରଶାନ୍ତ କ୍ଷେତ୍ରରେ ଆକ୍ରାମକ ବ୍ୟବହାର ଜାରି ରହିଛି। ବାଇଡେନ୍ କହିଛନ୍ତି, କ୍ବାଡ ମତରେ ତୀବ୍ର ପ୍ରତିଯେଗିତାର ସମୟରେ ଗହନ କୁଟନୀତି ରହିବା ଜରୁରୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.