ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଲଞ୍ଚ ପୂର୍ବରୁ ହୁଣ୍ଡାଇ ଭରନା ୨୦୨୩ର  ଆରମ୍ଭ ହୋଇଛି ବୁକିଂ, ଜାଣନ୍ତୁ ଟୋକନ୍ ଦର ଠାରୁ ଆରମ୍ଭ କରି ଏହାର ଫିଚର

Published By : Admin | February 13, 2023 4:34 PM

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ ତାର ପ୍ରିମିୟମ ଅଲ ନ୍ୟୁ ହୁଣ୍ଡାଇ ଭରନା ୨୦୨୩ (All new Hyundai VERNA 2023)  ଲଞ୍ଚ କରିବା ପୂର୍ବରୁ ବୁକିଂ ୱିଣ୍ଡୋକୁ ଅପନ କରିଛି। ହୁଣ୍ଡାଇ ମୋଟର ନ୍ୟୁ ହୁଣ୍ଡାଇ ଭରନାର ଡିଜାଇନ, ଫିଚର ଓ ଇଞ୍ଜିନର ବଡ଼ ପରିବର୍ତ୍ତନ କରି ମାର୍କେଟକୁ ଆଣିଛି। ଏହା ବ୍ୟତୀତ କମ୍ପାନୀ ଏହି ୪ ଟ୍ରିମ ବିକଳ୍ପ ସହ ଲଞ୍ଜ କରିବ।

ନ୍ୟୁ ହୁଣ୍ଡାଇ ଭରନା ୨୦୨୩ ବୁକିଂ ପ୍ରସେସ

{"width":763,"height":506}
New Hyundai Verna price, launch timeline, production details | Autocar India

ନ୍ୟୁ ହୁଣ୍ଡାଇ ଭରନା ୨୦୨୩କୁ ବୁକିଂ କରିବା ପାଇଁ ଗ୍ରାହକ ହୁଣ୍ଡାଇର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ବୁକିଂ କରିପାରିବେ କିମ୍ୱା ଆପଣଙ୍କ ନିକଟତର ହୁଣ୍ଡାଇ ଡିଲରସିପକୁ ଯାଇ ମଧ୍ୟ ଏହାର ବୁକିଂ କରିପାରିବେ। କମ୍ପାନୀ ଭରନା ୨୦୨୩ର ବୁକିଂ ପାଇଁ ୨୫ ହଜାର ଟଙ୍କାର ଟୋକନ ଆକାଉଣ୍ଟ ସ୍ଥିର କରିଛି।

ନ୍ୟୁ ହୁଣ୍ଡାଇ ଭରନା ୨୦୨୩ ଚାରି ପ୍ରକାରରେ ହେବ ଲଞ୍ଚ

New Generation Hyundai Verna Spotted Testing In India Likely To Launch Soon  With New Design Language | सेडान खरीदने का प्लान बना रहे हैं तो कुछ दिन  करें इंतजार, जल्द आने वाली

ହୁଣ୍ଡାଇ ମୋଟର୍ସ ପ୍ରିମିୟମ ସେଡାନକୁ ଚାରି ଟ୍ରିମ୍‌ ବିକଳ୍ପ ସହ ମାର୍କେଟକୁ ଛାଡ଼ିବ। ଯେଉଁଥିରେ ପ୍ରଥମ ବିକଳ୍ପ ଏକ୍ସ, ଦ୍ୱିତୀୟ ଏସ୍, ତୃତୀୟ ଏସଏକ୍ସ ଓ ଚତୁର୍ଥ ଏସଏକ୍ସ(ଓ) ରହିଛି।  

ହୁଣ୍ଡାଇ ଭରନା ୨୦୨୩ ଇଞ୍ଜିନ ଓ ଟ୍ରାନ୍ସମିସନ

New Generation Hyundai Verna Spotted Testing Likely To Launch In Indian  Market By 2023 | दिखने में शानदार है Hyundai Verna की नई जनरेशन, पुराने  मॉडल के मुकाबले कितनी बदली सेडान |

୨୦୨୩ ହୁଣ୍ଡାଇ ଭରନାକୁ ପାୱରଟ୍ରେନ  ବିକଳ୍ପରେ ପ୍ରଥମ ଇଞ୍ଜିନ ୧.୫ ଟର୍ବୋ ଜିଡିଆଇ ପେଟ୍ରୋଲ ଇଞ୍ଜିନ ରହିଛି। ଏହାସହ ୬ ସ୍ପିଡ୍‌ ମେନ୍ୟୁଅଲ ଟ୍ରାନ୍ସମିସନ ଓ ୭ ସ୍ପିଡ୍‌ ହୁଅଲ କ୍ଲଚ୍ ଟ୍ରାନ୍ସମିସନର ବିକଳ୍ପ ରହିଛି। ଦ୍ୱିତୀୟ ଇଞ୍ଜିନ ୧.୫ ଏମପିଆଇ ପେଟ୍ରୋଲ ଇଞ୍ଜିନ ରହିଛି। ଏହାସହ ୬ ସ୍ପିଡ୍‌ ଏମଟି ଓ ଇଣ୍ଟେଲିଜେଣ୍ଟ ୱେରିଏମ୍ୱଲ ଟ୍ରାନ୍ସମିସନ (ଆଇଭିଟି)ର ବିକଳ୍ପ ରହିଛି। ଏହି ଦୁଇ ଇଞ୍ଜିନ ଆରଇଡି କମ୍ପଲାଇଣ୍ଟ ଇକୋ ଫ୍ରେଣ୍ଡଲି ଇଞ୍ଜିନ ଯାହା ଇ-୨୦ ଫ୍ୟୁଲକୁ ସାହାଯ୍ୟ କରିବ।

ନ୍ୟୁ ହୁଣ୍ଡାଇ ଭରନା ୨୦୨୩ର କଲର ଫିଚର କଣ ରହିଛି?

Hyundai Verna Price, Images, Reviews, Colours & Top Model

ନ୍ୟୁ ହୁଣ୍ଡାଇ ଭରନା ୨୦୨୩କୁ କମ୍ପାନୀ ୭ ମୋନୋଟୋନ ଓ ୨ ହୁଅଲ ଟୋନ୍ ଏକ୍ସଟିରିୟର କଲର ବିକଳ୍ପ ସହ ମାର୍କେଟକୁ ଆଣିଛି। ଏଥିରେ ତିନୋଟି ନୂଆ ମୋନୋଟୋନ କଲର ରହିଛି।  ପ୍ରଥମ ହେଉଛି ଏବିସ ବ୍ଲାକ୍ (ନୂଆ), ଦ୍ୱିତୀୟଟି ହେଉଛି ଆଟଲସ୍ ହ୍ୱାଇଟ (ନୂଆ) ଏବଂ ତୃତୀୟଟି ହେଉଛି ଟେଲୁରିଆନ୍ ବ୍ରାଉନ୍ (ନ୍ୟୁ ଏବଂ ଏକ୍ସକ୍ଲୁସିଭ୍) କଲର ରହିଛି। 

ନ୍ୟୁ ହୁଣ୍ଡାଇ ଭରନା ୨୦୨୩ର ଡିଜାଇନ ଓ ଫିଚର

{"id":534392,"width":720,"height":403,"sizeSlug":"full","linkDestination":"none"}

ହୁଣ୍ଡାଇ ମୋଟର୍ସ ଦ୍ୱାରା ରିଲିଜ୍ ହୋଇଥିବା ଏହି ସେଡାନ୍‌ ଟିଜରରେ ଡୁଆଲ୍ ଟୋନ୍ ଥିବା ଡାଇମଣ୍ଡ କଟ୍ ଆଲୋଇ ହ୍ୱିଲ, ନୂତନ ଭାବରେ ଡିଜାଇନ୍ ହୋଇଥିବା ଫ୍ରଣ୍ଟ ଏବଂ ରିୟର ବମ୍ପର, ଏଲଇଡି ହେଡଲାଇଟ୍ ସହିତ ଅଧିକ ଆକର୍ଷଣୀୟ ଫ୍ରଣ୍ଟ୍ କ୍ରୋମ୍ ଗ୍ରୀଲ୍ ରହିବ।  କୁହୁଡି ଲ୍ୟାମ୍ପ ଏବଂ ଡିଆରଏଲ ଲଗାଇ ପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.