ପ୍ରମୂଖ ଖବର
  • କେନ୍ଦୁଝର : ଚୋରି କରିବାକୁ ଆସି ପେଟପୂଜା, ଦୋକାନ ତାଲା ଭାଙ୍ଗି ଖାଇଦେଲେ ରାବିଡ଼ି ଲସି
  • ||
  • ମାଲକାନଗିରି : ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନି ଆମ୍ବୁଲାନ୍ସ, ଭାରରେ ବୁହା ହେଲେ ରୋଗୀ
  • ||
  • ବୌଦ୍ଧ : ୨୨ କେଜି ଗଞ୍ଜେଇ ସହ ୪୦ ହଜାର ଟଙ୍କା ଜବତ, ଜଣେ ଗିରଫ
  • ||
  • ଭଦ୍ରକ : ନାଳରୁ ମିଳିଲା ପୂର୍ବତନ ସରପଞ୍ଚଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ଅଭିଯୋଗ
  • ||
  • କାମାକ୍ଷାନଗର : ୪ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣର ଦେଶୀ ମଦ ସହ ୧୭ ଟନ କୋଇଲା ଜବତ, ୨ ଗିରଫ
  • ||
  • ଆଜି ରାଜ୍ୟ କ୍ୟାବିନେଟ୍‌, ଉଚ୍ଚଶିକ୍ଷାରେ ଜାତୀୟ ଶିକ୍ଷାନୀତିର ଲାଗିପାରେ ମୋହର
  • ||
  • ଆସିଲା ଶୀତ : ୨୦ ଡିଗ୍ରୀ ତଳେ ୧୫ ସହର
  • ||
  • ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
  • ||
  • ବଡଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା
  • ||
  • କୋରାପୁଟ : ଆର୍ମି ଡ୍ରେସ୍ ପିନ୍ଧି ଗଞ୍ଜେଇ ଚାଲାଣ, ଜଣେ ଗିରଫ
  • ||

ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ସିଂହଦ୍ୱାର ଗୁମୁଟରୁ ପୁଣି ଖସିଲା ପଥର

ଖଲ୍ଲିକୋଟ, ୧୦/୧୧-ପୁଣି ପଥର ଖସିଲା ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିରରୁ ।ସିଂହଦ୍ୱାର ଗୁମୁଟ ରୁ ଏକ ବଡ଼ ପଥର ଶନିବାର ରାତିରେ ଖସି ପଡିଛି। ସେହି ସିଂହଦ୍ୱାର ଗୁମୁଟ ରୁ ଗତ ଦୁଇ ବର୍ଷ ତଳେ ଏକ ବଡ଼ ପଥର ଖସି ପଡିଥିଲା। ଯେଉଁଠୁ ଖସିଥିଲା ଏବେ ତାର ବିପରୀତ ଦିଗରୁ ପଥର ଖସି ପଡିଛି। 

 ଗତ ୪ ମାସ ତଳେ ମୁଖ୍ୟ ମନ୍ଦିରର ଉତ୍ତର ଦିଗ ରେ ଥିବା ଏକ ସିଂହ ପଥର ମୂର୍ତ୍ତି ଖସି ପଡିଥିଲା। ଏହାସହ ଶ୍ରୀ ଜଗନ୍ନାଥ ମନ୍ଦିର କୁ ଦୀର୍ଘ ଦୁଇ ବର୍ଷ ଧରି ଘେରି ରହିଥିବା ବାଉଁଶ ଗୁଡିକୁ ବାହାର କରିବା ବେଳେ ଦକ୍ଷିଣ ଦିଗ ରେ ଥିବା ବରାହ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଗତ ପ୍ରାୟ ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟ ରୁ ୭ କିଲୋ ଓଜନ ର ପଥର ଖସିଥିବା ବେଳେ ଏବେ ଖସିଥିବା ପଥର ର ଓଜନ ପ୍ରାୟ ୨ କିଲୋ ହେବ ବୋଲି କୁହାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.