ପ୍ରମୂଖ ଖବର
  • ପୁରୀ : ପୁରୁଷୋତ୍ତମ ଏକ୍ସପ୍ରେସରୁ ୧୫୦ ଗୁଳି ଜବତ
  • ||
  • ଦେବଗଡ : ଯୁବତୀଙ୍କୁ ଟାଙ୍ଗିଆରେ ହାଣି ହତ୍ଯା
  • ||
  • ଭୁବନେଶ୍ୱର : ବିଷ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ: ୨ ଯୁବତୀଙ୍କ ସହ ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ, ଦୀର୍ଘ ସମୟ ଧରି ଫାଟକ ବାହାରେ ଠିଆ ହୋଇ ରହିଲା ଆମ୍ବୁଲାନ୍ସ
  • ||
  • ବିହାରରେ ଦୁଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୬ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା
  • ||
  • ବଡ଼ବିଲ ଷ୍ଟେସନ ରୋଡ଼ରେ ଅଘଟଣ, ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଟେଣ୍ଟ କର୍ମଚାରୀଙ୍କ ଜୀବନ
  • ||
  • ବୌଦ୍ଧ : ବସ୍ ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କଟକ : କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ରାକେଟ, ରାଜ୍ୟ ବାହାରୁ ୨୪ ଜଣ ଗିରଫ
  • ||
  • ମୁଣ୍ଡଳୀ ବ୍ରିଜ୍‌ରୁ ଡେଇଁ ନିଖୋଜ ହୋଇଥିଲେ ଯୁବକ, ମିଳିଲା ମୃତଦେହ
  • ||
  • ବାରିପଦା : କାର୍ଯ୍ୟରେ ଅବହେଳା ପରେ କଠୋର ପଦକ୍ଷେପ ନେଲେ ଜିଲ୍ଲାପାଳ, ୮୪୩ ଟ୍ୟାଗ୍ ଅଫିସର୍‌ଙ୍କ ଦରମା ବନ୍ଦ
  • ||
  • କେନ୍ଦୁଝର : ଅଷ୍ଟମ ବେତନ କମିଶନ ଓ ୟୁପିଏସକୁ ନେଇ ଶ୍ରମିକ ୟୁନିଅନର ସାଧାରଣ ସଭା ଅନୁଷ୍ଠିତ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜ‌ରେ ରାଗିଂ ଘଟଣା: ମୁହଁ ଖୋଲିଲେ ଦ୍ଵିତୀୟ ବର୍ଷ ଛାତ୍ର
  • ||
  • ଗଜପତିରୁ ଗୋରୁ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଅଟକ
  • ||
  • କୁହୁଡିର ଧଳା ଚାଦର ତଳେ କେନ୍ଦୁଝର ସହର, ରାସ୍ତାରେ ଗାଡି ମୋଟର ଚଳାଚଳରେ ସମସ୍ୟା
  • ||
  • ବାଲିପାଟଣା : ଗୋମାଂସ ଚୋରା ଚାଲାଣ ବେଳେ ଗାଡି ଅଟକାଇଲେ ଲୋକେ, ୩ ବସ୍ତା ଗୋମାଂସ ଜବତ
  • ||
  • ସୁନ୍ଦରଗଡ଼ : କରମଡିହିରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ୫ ଜଣକୁ ନିର୍ମମ ହତ୍ୟା, ୪ ଗୁରୁତର
  • ||
  • ରାଜଧାନୀରେ ହତ୍ୟାକାଣ୍ଡ: ମାଛ ଖାଇବାକୁ ନଦେବାରୁ ଗଡିଲା ମୁଣ୍ଡ, ସହକର୍ମୀଙ୍କୁ ପନିକିରେ ହାଣିଲା ଦୁର୍ବୃତ୍ତ
  • ||

୧୪ ଡିସେମ୍ବର ପର୍ଯ୍ୟନ୍ତ ମାଗଣାରେ କରାନ୍ତୁ ଆଧାରର ଏହି କାମ, UIDAI ବଢାଇଲା ତାରିଖ

ନୂଆଦିଲ୍ଲୀ ୧୦/୯: UIDAI ତରଫରୁ ଆଧାର କାର୍ଡଧାରୀଙ୍କୁ ବଡ ଆଶ୍ୱସ୍ତି ଦିଆଯାଇଛି । ଏବେ UIDAI ଲଗାତର ଦ୍ୱିତୀୟ ଥର ଆଧାରକୁ ଫ୍ରିରେ ଅପଡେଟ୍ କରାଇବାର ଡେଡଲାଇଟ୍ ବଢାଇଛି । ପୂର୍ବରୁ ଆଧାରକୁ ଫ୍ରିରେ ଅପଡେଟ୍ କରିବାର ତାରିଖ ୧୪ ସେପ୍ଟେମ୍ବର ୨୦୨୩ ଥିଲା ଏବେ ଏହାକୁ ଆଉ ୩ ମାସ ପାଇଁ ବଢାଇ ଦେଇଛି । ଏଣିକି ଆପଣ ୧୪ ଡିସେମ୍ବର ପର୍ଯ୍ୟନ୍ତ ନିଜ ଆଧାରକୁ ଫ୍ରିରେ ଅପଡେଟ୍ କରାଇପାରିବେ । କହିରଖୁଛୁ ସର୍ବ ପ୍ରଥମେ UIDAI ୟୁଜର୍ସଙ୍କ ପାଇଁ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଥିଲା । କିନ୍ତୁ ଏହାକୁ ପରେ ୩ ମାସ ପାଇଁ ବଢାଯାଇଥିଲା । ଏବେ ଏହାକୁ ବଢାଇ ଡିସେମ୍ବର କରିଦିଆଯାଇଛି । 

 

ଆଜିର ସମୟରେ ସମସ୍ତ କାମ ପାଇଁ ଆଧାର ଆବଶ୍ୟକ । ଏହା ବିନା ଆପଣ କୌଣସି ବି ସରକାରୀ କାମ କରିପାରିବେନି । ଏଥିପାଇଁ ଏହାକୁ ଅପଡେଟ୍ କରାଇବା ପାଇଁ ଜରୁରି । ତେବେ ଏମିତି କରନ୍ତୁ ଅପଡେଟ୍…

ଆପଣଙ୍କୁ ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍  https://myaadhaar.uidai.gov.in/ କୁ ଯିବାକୁ ପଡିବ । ଏହା ପରେ  ଆପଣଙ୍କୁ ଆଧାର ନମ୍ବର ଏବଂ ନିଜ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ମିଳିଥିବା ଓଟିପିକୁ ଏଣ୍ଟର କରି ଲଗଇନ୍ କରିବାକୁ ହେବ । ନିଜ ପ୍ରୋଫାଇଲରେ ପରିଚୟ ଏବଂ ଆଡ୍ସ ଡିଟେଲ୍ସ ଫିଲ୍ କରିବାକୁ ହେବ । 

 

ଏବେ ଭୁଲ ଡିଟେଲ୍ସକୁ ସୁଧାରନ୍ତୁ । ଏହା ବ୍ୟତୀତ ଯଦି ଆପଣଙ୍କ ଡିଟେଲ୍ସ ସଠିକ୍ ତେବେ 'I verify that the above details are correct' କ୍ଲିକ୍ କରନ୍ତୁ । ଏବେ ଆପଣଙ୍କୁ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ । ଡ୍ରପ୍ ଡାଉନ୍ ମେନ୍ୟୁରୁ ଆଡ୍ସ ଡକ୍ୟୁମେଣ୍ଟ ଚୟନ କରନ୍ତୁ ଯାହାକୁ ଆପଣ ସବମିଟ୍ କରିବାକୁ ଚାହୁଁଛନ୍ତି । ନିଜ ଆଡ୍ରେସ୍ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ହେବ । ନିଜ ସହମତି ପ୍ରସ୍ତୁତ କରନ୍ତୁ ଅର୍ଥାତ୍ ଆପଣଙ୍କ ଡକ୍ୟୁମେଣ୍ଟ୍ସ ଅପଲୋଡ୍ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.