ପ୍ରମୂଖ ଖବର
  • ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ମାଡ଼ି ଆସୁଛି ଦାନା
  • ||
  • ବାତ୍ୟା ଦାନା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
  • ||
  • କେନ୍ଦୁଝର : ପୋଖରୀରେ‌ ଗାଧୋଇବା ବେଳେ ଅଘଟଣ; ଗଭୀର ପାଣିରେ ବୁଡି ପୁଅ, ଝିଅ ସହ ମାଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ଗୁରୁସିଙ୍ଗା ଜଙ୍ଗଲରୁ ନିଖୋଜ ନାବାଳକର ଗଳିତ ମୃତଦେହ ଠାବ, କାରଣ ଅସ୍ପଷ୍ଟ
  • ||
  • ନୟାଗଡ : ବିପୁଳ ପରିମାଣର କଫ୍ ସିରଫ ଜବତ, ୩ ଅଟକ
  • ||
  • ବାତ୍ୟା ପାଇଁ ରାଜ୍ୟ ବିଜେପିର ସମସ୍ତ କାର୍ଯ୍ୟକ୍ରମ ବାତିଲ, ଜାରି ହେଲା ହେଲ୍ପ ଲାଇନ ନମ୍ୱର
  • ||
  • ବାତ୍ୟା ପାଇଁ ଟ୍ୱିଟ୍‌ କରି ଚିନ୍ତା ପ୍ରକାଶ କରିଲେ କେନ୍ଦ୍ରମନ୍ତ୍ରୀ, ବ୍ୟାପକ କ୍ଷୟକ୍ଷତି ନହେବାକୁ ମହାପ୍ରଭୁଙ୍କ ପାଖରେ କରିଲେ ପ୍ରାର୍ଥନା
  • ||
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଟ୍ରୁଡୋଙ୍କ ବିଦାୟ ଦିନ ଘୋଷଣା ହେଉ ଜାତୀୟ ଛୁଟି, ନିଜର ପ୍ରଧାନମନ୍ତ୍ରୀ ଉପରେ କାନାଡାର ଲୋକେ ଅସନ୍ତୋଷ

ନୂଆଦିଲ୍ଲୀ,୨୩।୧୦: ଭାରତ ସହ ଜାରି ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କୁ ନିଜ ଦେଶର ଲୋକଙ୍କ ରୋଷର ପାତ୍ର ହେବାକୁ ପଡିଛି। ସୋସିଆଲ ମିଡିଆରେ ଲୋକ ଟ୍ରୁଡୋଙ୍କ ବିଦାୟ ପରେ ଜାତୀୟ ଛୁଟି ଘୋଷଣା କରିବାକୁ ଦାବି କରୁଛନ୍ତି। ଲୋକଙ୍କ କହିବା ଅନୁସାରେ,ଟ୍ରୁଡୋ ଭାରତ ସହ ରାଜନୈତିକ ବିବାଦକୁ କୁଟନୈତିକ ଭାବରେ ସମାଧାନ କରିବା ବଦଳରେ ଆହୁରି ବଢାଉଛନ୍ତି। ଫଳରେ ଏକ ମହତ୍ବପୂର୍ଣ୍ଣ ସହଯୋଗୀ ଦେଶ କାନାଡାଠାରୁ ଅଲଗା ହୋଇଯାଇଛି। 

ସୋସିଆଲ ମିଡିଆରେ ଲୋକଙ୍କ  ଅସନ୍ତୋଷ ସେତେବେଳେ ବଢିଯାଇଛି ଯେତେବେଳେ ଜଣାପଡିଥିଲା ଜଷ୍ଟିନ୍ ଟ୍ରୁଡୋଙ୍କ ନିକଟତମ ସହଯୋଗୀ ଭାରତ ସମ୍ପର୍କରେ ଗୁଇନ୍ଦା ସୂଚନା ସବୁଠାରୁ ପ୍ରଥମେ ଏକ ଆମେରିକୀୟ ଖବର କାଗଜକୁ ଦେଇଥିଲେ, ସେଭଳି ପୋଲିସ ଏହାପରେ ସାମ୍ବାଦିକ ସମ୍ମିଳନୀ କରିଥିଲା।  

କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦୁଇ ବରିଷ୍ଠ ସହଯୋଗୀ ଆମେରିକାର ଏକ ସମାଚାର ପତ୍ରକୁ ଭାରତ ସମ୍ପର୍କୀତ ଗୋପନୀୟ ତଥ୍ୟା ବିଷୟରେ ସୂଚନା ଦେଇଥିଲେ। ଏଥିରେ ଟ୍ରୁଡୋଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ)ନଥାଲି ଡୁଇନ୍ ମଧ୍ୟ ରହିଛନ୍ତି। ଏହି ସୂଚନାରେ କାନାଡା ମାମଲାରେ ଭାରତର ହସ୍ତକ୍ଷେପର ଦାବି କରାଯାଇଛି। ଏହି ଖୁଲାସା ଏକ କାନାଡାର ଖବର କାଗଜ କରିଥିଲା। ସୂଚନା ସେତେବେଳେ ଆସିଥିଲା, ଯେତେବେଳେ କାନାଡାର ସଙ୍ଘୀୟ ପୋଲିସ ଅଭିଯୋଗ କରିଥିଲା ଯେ, ଭାରତ ସରକାରଙ୍କ ଜଣେ ଏଜେଣ୍ଟ ଅପରାଧି ଗୋଷ୍ଠୀଙ୍କ ସହ କାମ କରୁଛି, ଯେପରି ଦକ୍ଷିଣ ଏସିଆର ଲୋକ ବିଶେଷ ଭାବରେ ଖଲିସ୍ତାନୀ ସମର୍ଥକଙ୍କୁ ଟାର୍ଗେଟ କରିପାରିବେ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.