ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଗଣତି ଆରମ୍ଭରୁ ରାଜସ୍ଥାନରେ କଡ଼ା ଟକ୍କର, ମଧ୍ୟପ୍ରଦେଶରେ ଆଗୁଆ ବିଜେପି, ତେଲଙ୍ଗାନା-ଛତିଶଗଡ଼ରେ କଂଗ୍ରେସର ପଲ୍ଲା ଭାରି

ନୂଆଦିଲ୍ଲୀ, ୦୩/୧୨: ୪ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆରମ୍ଭ ହୋଇ ସାରିଛି । ଛତିଶଗଡ଼ର ୯୦ ଆସନ, ମଧ୍ୟପ୍ରଦେଶର ୨୩୦ ଆସନ, ରାଜସ୍ଥାନର ୧୯୯ ଆସନ, ତେଲଙ୍ଗାନାର ୧୧୯ ଆସନରେ ଗଣତି ଆରମ୍ଭ ହୋଇଛି । 

ମଧ୍ୟପ୍ରଦେଶ ଭୋଟ୍ ଗଣତି ଟ୍ରେଣ୍ଡିଂରେ ବିଜେପି ଆଗୁଆ ରହିଛି । ରାଜସ୍ଥାନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ସେହିଭଳି ତେଲଙ୍ଗାନା ଓ ଛତିଶଗଡ଼ରେ ଆଗୁଆ ରହିଛି କଂଗ୍ରେସ । 

ଆଜି ୪ ରାଜ୍ୟରେ ଭୋଟ ଗଣତି, ଇଭିଏମ୍‌ରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ

ରାଜସ୍ଥାନରେ ମୋଟ ୧୯୯ଟି ଆସନ ରହିଥିବା ବେଳେ ବହୁମତ ହେଉଛି ୧୦୦ । ୨୦୧୮ରେ ରାଜସ୍ଥାନରେ ବିଜେପି ୭୩, କଂଗ୍ରେସ ୧୦୦ ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ ଦଳର ୨୬ ଜଣ ନିର୍ବାଚନ ଜିତିଥିଲେ । 

୨୩୦ଟି ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବହୁମତ ହେଉଛି ୧୧୬ । ୨୦୧୮ ନିର୍ବାଚନରେ ବିଜେପି ୧୦୯, କଂଗ୍ରେସ ୧୧୪ ଏବଂ ଅନ୍ୟ ଦଳ ୭ଟି ଆସନ ପାଇଥିଲେ । ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ୪୬ ହେଉଛି ବହୁମତ । 

୨୦୧୮ରେ ବିଜେପି ୧୫, କଂଗ୍ରେସ ୮୬ ଆସନରେ ଜିତିଥିବା ବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ ।୧୧୯ ବିଶିଷ୍ଟ ତେଲଙ୍ଗାନା ବିଧାନସଭାରେ ବହୁମତ ୬୦ । ବିଜେପି ୨୦୧୮ରେ ଗୋଟିଏ ଆସନରେ ଜିତିଥିବା ବେଳେ କଂଗ୍ରେସ ୧୯ ଓ ବିଆରଏସ୍ ୮୮ଟି ଆସନରେ ବିଜୟୀ ହୋଇଥିଲା ।

ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.