ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ମା’ ଉଗ୍ରତାରା ମନ୍ଦିର ଦାନବାକ୍ସରୁ ମିଳିଲା ୯ ଲକ୍ଷ ୬୮ ହଜାର ଟଙ୍କା

ଟାଙ୍ଗୀ,୧୩।୬ ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ଭୁଷଣ୍ଡପୁର ର ମା' ଉଗ୍ରତାରା ଦେବୀ ଙ୍କ ଦାନବାକ୍ସ ଖୋଲାଯାଇଛି । ଏଥିର ମୋଟ ୯ ଲକ୍ଷ ୬୮ ହଜାର ଟଙ୍କା ମିଳିଛି। 

 ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ ଖୋଲା ଯାଇଥିଲା ଏହି ଦାନବାକ୍ସ । ପ୍ରତିବର୍ଷ ରଜ ଉତ୍ସବ ପାଳନ ପୂର୍ବରୁ ଖୋଲା ଯାଇଥାଏ ଏହି ଦାନବାକ୍ସ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମା' ଉଗ୍ରତାରା ଦେବୀ ଙ୍କୁ ଯେଉଁ ଦାନ ଅର୍ଥ କରିଥାନ୍ତି ତାହାର ଗଣତି କରାଯାଇଥାଏ । ଟାଙ୍ଗୀ ତହସିଲଦାର ମିତାଲି ପାତ୍ର ଏବଂ ଟାଙ୍ଗୀ ଥାନା ପୋଲିସ ଙ୍କ ସହିତ ମନ୍ଦିର ପରିଚାଳନା କମିଟିର ଉପସ୍ଥିତିରେ ଏହି ଦାନବାକ୍ସ ଖୋଲାଯିବା ପରେ ଗଣତି କରାଯାଇଥିଲା । ଏହି ଦାନବାକ୍ସ ରୁ ୯ ଲକ୍ଷ ୬୮ ହଜାର ଟଙ୍କା ମିଳିଥିବା ଟାଙ୍ଗୀ ତହସିଲଦାର ମିତାଲି ପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.