ପ୍ରମୂଖ ଖବର
  • ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
  • ||
  • ବ୍ରହ୍ମପୁର : ଏମ୍‌କେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିନ୍‌
  • ||
  • ଝାରପଡ଼ା ଜେଲ୍‌ରେ ଗଣ୍ଡଗୋଳ; ବାଜିଲା ଆଲାରାମ୍‌, ଘଟଣାର ତଦନ୍ତ ପାଇଁ ଜେଲ୍‌ ଡିଜିଙ୍କ ନିର୍ଦ୍ଦେଶ
  • ||
  • ଝାରସୁଗୁଡା : ରେଳଡବାରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • କେନ୍ଦ୍ରାପଡା : ବାତ୍ୟା ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଆକଳନ ହେବ ଚାଷର କ୍ଷୟକ୍ଷତି
  • ||
  • ପୁରୀ: ଲଜ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ରେଜିଷ୍ଟର୍‌ ନେଇଗଲା ପୁଲିସ
  • ||
  • ବାଲେଶ୍ୱରରେ ବାତ୍ୟା ପ୍ରଭାବ; ଘର ଉପରେ ଭାଙ୍ଗିଲା ନଡ଼ିଆ ଗଛ, ଜଣେ ଗୁରୁତର
  • ||
  • ଭୁବନେଶ୍ୱର: ୨୮ ରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ସ୍ଥଗିତ
  • ||
  • ଭଦ୍ରକ : ତାଣ୍ଡବ ରଚିଲା ବାତ୍ୟା 'ଦାନା', ୧୬ ନମ୍ୱର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ
  • ||
  • ଦୁଇ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ଭୁବନେଶ୍ୱରରୁ ଅପହରଣ କରି ଭଞ୍ଜନଗର ନେଇଥିଲେ :୨ ଅଭିଯୁକ୍ତ ଗିରଫ, କାର୍‌ ଜବତ
  • ||
  • ରାତି ଅଧରେ ପଶିଲା ‘ଦାନା’, ଆଜି ରାତି ସାଢ଼େ ୧୧ଟା ଯାଏ ବାତ୍ୟା ପ୍ରକୋପ: ହାଟଡିହି, ତେଲକୋଇ ଦେଇ ଯିବ
  • ||
  • ଭଦ୍ରକରେ ମଧ୍ୟ ରାତ୍ରିରେ କରାଳ ରୂପ ଦେଖାଇଲା ‘ଦାନା’, ଭୟଭୀତ ଅବସ୍ଥାରେ ଲୋକେ
  • ||
  • ବାଲେଶ୍ୱରରେ ବାତ୍ୟାର ପ୍ରଭାବ, ଲ୍ୟାଣ୍ଡଫଲ୍‌ ପରେ ସମୁଦ୍ରରେ ଉଚ୍ଚ ଜୁଆର ସହ ଲାଗି ରହିଛି ବର୍ଷା
  • ||
  • ନଭେମ୍ବର ୫ରେ ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ପ୍ରବଳ ବର୍ଷା ଆଶଙ୍କା,୯ ଜିଲ୍ଲାରେ ରେଡ୍‌ ଆଲର୍ଟ, ୨୭ରୁ ପାଗ ଫିଟିବ
  • ||

ଓଏଏସ ପରୀକ୍ଷାରେ ମାଲକାନଗିରିରେ ମହିଳା ଆଗୁଆ, ଆଦିମ ବଣ୍ଡା ଜନଜାତିରୁ ପ୍ରଥମ ଓଏଏସ ଅଫିସର ହେବେ ବିନି ମୁଦୁଲି

ମାଲକାନଗିରି, ୨୦।୧୦ (ଆପ୍ର): ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ୫ଜଣ ଯୁବକ ଯୁବତୀ ଓଏଏସ ପରୀକ୍ଷା ରେ କୃତକାର୍ଯ୍ୟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରେ ୪ଜଣ ମହିଳା ଥିବା ବେଳେ ଜଣେ ପୁରୁଷ ଅଛନ୍ତି । ସେମାନେ ହେଲେ କ୍ଷମାଗୁରୁ ଗ୍ରାମର ବଣ୍ଡା ଜନଜାତିର ଯୁବତୀ ବିନି ମୁଦୁଲି,ପୋଟ୍ରେଲ ଗାଁ ର କୋୟା ଜନଜାତିର ଶ୍ୟାମା ମାଢୀ,ଗିରିକାନପାଲୀ ଗ୍ରାମର ଆଦିବାସୀ ଯୁବତୀ ମମତା ତାଉଡିଆ,ମେଣ୍ଡକୋଇଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର,ମାଲକାନଗିରିର ପିଲହୋଲିକା ପ୍ରିୟଦର୍ଶିନୀ।  

ବଣ୍ଡା ଜନଜାତିରୁ ବିନି ମୁଦୁଲି ପ୍ରଥମ ଓଏଏସ ହେବେ। ତାଙ୍କ ବାପା ଜଣେ ସ୍କୁଲର ରୋଷେୟା ଭାବେ କାମକରୁଥିବା ବେଳେ ମା’ ଅଙ୍ଗନ ୱାର୍ଡି କର୍ମୀ।  ପରିବାରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଅନ୍ୟ କୌଣସି ଠାରେ କୋଚିଂ ନ ନେଇ ଘରେ ୟୁଟୁବ ମାଧ୍ୟମରେ ବିନି ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ।

ବଣ୍ଡା ଘାଟିରେ ସେ ହେଉଛନ୍ତି ପ୍ରଥମ ଝିଅ ଓଏଏସ ।ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ମହିଳା ସଶକ୍ତିକରଣ ପ୍ରତିଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଜଣଙ୍କର ପାଠ ପଢିବା ପ୍ରତି ଇଛା ଥିଲେ କେବେ ବି ଅର୍ଥ ବାଧକ ସାଜିବ ନାହିଁ।  ସେ ଓଏଏସ ଅଫିସର ହୋଇ ପ୍ରଥମେ ଗରିବ ଅସହାୟ ଙ୍କ ସେବା କରିବା ସହିତ ସେମାନଙ୍କୁ ନ୍ୟାୟ ଦେବେ ବୋଲି କହିଛନ୍ତି ବିନି ମୁଦୁଲି।ବଣ୍ଡା ଘାଟିର ବଣ୍ଡା ଝିଅ ଓଏଏସ ଅଫିସର ହେବାକୁ ଯାଉଥିବାରୁ ସମଗ୍ର ମାଲକାନଗିରି ଜିଲ୍ଲା ବାସୀଙ୍କ ପକ୍ଷରୁ ପ୍ରଂଶସାର ସୁଅ ଛୁଟୁଛି । ବିନିଙ୍କ ପ୍ରତି ଗରିବ ବଣ୍ଡା ଜାତିର ଝିଅ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ତାଙ୍କର ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.